Skip to content

Sindura Mathare Tora

Popularity · Low

YouTube

Searching YouTube...

Lyrics

ସିନ୍ଦୁର ମଥାରେ ତୋର ମୋ ପାଇଁ କେବେ ସାଜିବ ନାହିଁ ହାତରେ ଚୁଡ଼ି ତୋର ମୋ ପାଇଁ ବାଜିବ ନାହିଁ ତେବେବି କାହିଁ ତତେ ଏତେ ଭଲ ପାଏ ମୁଁ ଜାଣେନି ମନ୍ଦିରରେ ଦୀପ ଜାଳେ ତାର କାରଣ ଖୋଜି ପାଏନି ସିନ୍ଦୁର ମଥାରେ ତୋର ମୋ ପାଇଁ କେବେ ସାଜିବ ନାହିଁ ହାତରେ ଚୁଡ଼ି ତୋର ମୋ ପାଇଁ ବାଜିବ ନାହିଁ ପରଦେଶୀ ବୋଲି ଆଜି ପର ଦେଶେ ପର ମୁଁ ହେଲି କେବେବି ତୋ ଦୁନିଆରେ ତୋରି ପାଶେ ଆପଣା ଥିଲି ଫୁଲର ସେ ବନ୍ଧନକୁ କଣ୍ଟା ପରି ସହିଯିବି ଓ... ଗଜରା ଗଭାରେ ତୋର ମୋ ପାଇଁ କେବେ ସାଜିବ ନାହିଁ ହାତରେ ଚୁଡ଼ି ତୋର ମୋ ପାଇଁ ବାଜିବ ନାହିଁ ତେବେବି କାହିଁ ତୋତେ ଏତେ ଭଲ ପାଏ ମୁଁ ଜାଣେନି ମନ୍ଦିରରେ ଦୀପ ଜାଳେ ତାର କାରଣ ଖୋଜି ପାଏନି ସିନ୍ଦୁର ମଥାରେ ମୋର ତୋ ପାଇଁ କେବେ ସାଜିବ ନାହିଁ ହାତରେ ଚୁଡ଼ି ମୋର ତୋ ପାଇଁ ବାଜିବ ନାହିଁ ଏ ରାତି ଆଖିର ଆଶା ଲୁହ ସାଜି ଢେଉରେ ଯାଏ ଓଠକୁ ଛୁଇଁଲା ପରେ ମୋ ଲହୁ ଲହରୀ ଧାଏଁ ତୋତେ ପାଇବାର, ଫୁଲ ଯେତେ ସବୁ ଝଡ଼ରେ ଗଲାଣି ଝରି ସାରା ରାତି ଜାଗି ତାରା ଗଣେ ଏକା ଜହ୍ନ ଚାଲିଯାଏ ଫେରି ଯୁଗେ ଯୁଗେ ତୋରି ପାଇଁ ତୋରି ବାଟ ଚାହିଁ ଥିବି ଓ... ଓ... ଓ... ସିନ୍ଦୁର ମଥାରେ ମୋର ତୋ ପାଇଁ କେବେ ସାଜିବ ନାଇଁ ହାତରେ ଚୁଡ଼ି ମୋର ତୋ ପାଇଁ ବାଜିବ ନାହିଁ ତେବେବି କାହିଁ ତୋତେ ଏତେ ଭଲ ପାଏ ମୁଁ ଜାଣେନି ମନ୍ଦିରରେ ଦୀପ ଜାଳେ ତାର କାରଣ ଖୋଜି ପାଏନି ସିନ୍ଦୁର ମଥାରେ ତୋର (ସିନ୍ଦୁର ମଥାରେ ମୋର) ମୋ ପାଇଁ କେବେ (ତୋ ପାଇଁ କେବେ) ସାଜିବ ନାହିଁ (ସାଜିବ ନାଇଁ) ହାତରେ ଚୁଡ଼ି ତୋର ମୋ ପାଇଁ ବାଜିବ ନାହିଁ