Skip to content
Lyric
Dive
Public playlists
My playlists
Search
Sign in
Aakhi Re Aakhi -Goal Keeper
Humane Sagar
Popularity · Low
+
🇿🇦 Afrikaans · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ଆଖିରେ ଆଖି ଲଢେଇ ଦେଲୁ
Confuse ମୁଁ
उल्लू का पट्ठा दिल ଟା କହେ
ହବା उड़न छू
ଆଖିରେ ଆଖି ଲଢେଇ ଦେଲୁ
Confuse ମୁଁ
उल्लू का पट्ठा दिल ଟା କହେ
ହବା उड़न छू
ଏତେ hot ଖା ନି ଟୋକ
ଘରେ ଜଗିଛନ୍ତି मम्मी-पापा
ଏତେ hot ଖା ନି ଟୋକା
ଘରେ ଜଗିଛନ୍ତି मम्मी-पापा
ଜଗିଥିଲେ ଯିଏ ଜଗି ଥାଉ
Tension ନେ ନି
Goal keeper ଥିଲେ କ'ଣ goal ହୁଏନି, ଯା
Go-go goal keeper ଥିଲେ କ'ଣ goal ହୁଏନି
Goal keeper ଥିଲେ କ'ଣ goal ହୁଏନି
Hero ମାର୍କା ଖଣ୍ଡେ ହେଇଛୁ
Heart କୁ ମୋର ଛୁଉଁଛୁ
ଛାତି ଭିତରେ ମୋ calling bell Daily ତୁ ବଜେଇ ଦଉଛୁ
I'm your ପ୍ରେମିକ
ଛାତିରେ ଫୁଟାନି ବନ୍ଧୁକ
ଚୁରଣ ମାର୍କା ଚୁମ୍ମା ଗୋଟେ ଦେ, ଦେହ ପାଇଁ ଲାଭଦାୟକ
ଭାରି costly ମୋର ଚୁମ୍ମା
मम्मी କହିଛି ଦବୁନି ଜମା
ଭାରି costly ମୋର ଚୁମ୍ମା
मम्मी କହିଛି ଦବୁନି ଜମା
କହୁଥିଲେ मम्मी କହୁଥାଉ, ଦିହକୁ ନେ ନି
Goal keeper ଥିଲେ କ'ଣ goal ହୁଏନି, ହଟ୍
ଅରେ ରେ-ରେ Goal keeper ଥିଲେ କ'ଣ goal ହୁଏନି
Goal keeper ଥିଲେ କ'ଣ goal ହୁଏନି
Figure ପାଇଛୁ ଚଖାରେ
ଫସିଗଲି first ଦେଖାରେ
ମନ କହେ ତତେ calender କରି
ଟଙ୍ଗେଇ ଦେବି ମୋ ଛାତିରେ
ଆରେ ମାର ନାହିଁ ଆଉ माचिस
ତୋ ପାଇଁ already ଜଳୁଛି
ତୋର-ମୋର ପ୍ରେମ super-duper
Market ରେ ଏବେ ଖେଳିଛି
जानू ପ୍ରେମ ତୋ parcel ବୋମା
ମୋତେ କରିଦେଲା निकम्मा
जानू ପ୍ରେମ ତୋ parcel ବୋମା
ମୋତେ କରିଦେଲା निकम्मा
ଫୁଟିଗଲେ ଫୁଟୁ don't care ପଛେଇ ଯାନି
Goal keeper ଥିଲେ କ'ଣ goal ହୁଏନି
Goal keeper ଥିଲେ କ'ଣ goal ହୁଏନି
Go-go-go goal keeper ଥିଲେ କ'ଣ goal ହୁଏନି
ହାଏ Goal keeper ଥିଲେ କ'ଣ goal ହୁଏନି
ଆହା Goal keeper ଥିଲେ କ'ଣ goal ହୁଏନି