Skip to content
Lyric
Dive
Public playlists
My playlists
Search
Sign in
Ta Galara Kalajai
Mantu Churia
Popularity · Low
+
🇬🇧 English · Original
0
0
YouTube
Searching YouTube...
Lyrics
Original
Translation
Bilingual
जाना ତୋ ଚେହେରା ଅଙ୍ଗୁରି
ଲୁଟିନିଏ दिल की तिज़ोरी
जाना କଥା ତୋ Strawberry
ମନେ ଭରେ ମିଷ୍ଟି ଲହରୀ
जाना ଧୀରେ, ଧୀରେ, ଧୀରେ
ପ୍ରେମ ହେଇଯାଉ ଥରେ
जाना ଧୀରେ, ଧୀରେ, ଧୀରେ
ପ୍ରେମ ହେଇଯାଉ ଥରେ
Life long, love song ଦବା ବଜେଇ
ତୋ ଗାଲର କଳାଜାଇ
ମହମ ହୃଦୟରେ ଦିଏ ନିଆଁ ଲଗେଇ
ତୋ ଗାଲର କଳାଜାଇ
ମହମ ହୃଦୟରେ ଦିଏ ନିଆଁ ଲଗେଇ
ଧନ ତୋ Hrithik style
ଦେଖି ଦିଲ୍ ବଜାଏ Whistle
ଧନ ତୋ Sahrukh smile
ଦେଖିଯା ଛାଡ଼ Mobile
ଧନ ଧୀରେ, ଧୀରେ, ଧୀରେ
କଥା fix ହଉ ଥରେ
ଧନ ଧୀରେ, ଧୀରେ, ଧୀରେ
କଥା fix ହଉ ଥରେ
ମୁଁ ବି okay, ତୁ ବି okay, Confusion ନାହିଁ
ତୋ cutting hifi
ମନ ଥେରୁବାଲିରେ ଦିଏ ବାଲି ଉଡ଼େଇ
ତୋ ଗାଲର କଳାଜାଇ
ମହମ ହୃଦୟରେ ଦିଏ ନିଆଁ ଲଗେଇ
ମୋ प्यार ତୋ ପାଇଁ ପୁରା a to z
Baby ହଁ କେବେବି ହବନି ସେ fade
ନାହିଁରେ ତୋ ପାଇଁ ଧନ signal ରେ
Love ହବ ଆମର five star rated
ଧନ ଧୀରେ, ଧୀରେ, ଧୀରେ
ଯୋଡ଼ି ଜମିଯାଉ ଥରେ
जाना ଧୀରେ, ଧୀରେ, ଧୀରେ
ଯୋଡ଼ି ଜମିଯାଉ ଥରେ
Sweet feel, sweet thrill ଦବ ଝୁମେଇ
ତୋ ନଜର ସଇଁ ସଇଁ
ହୃଦୟ ପାହାଳରେ ଦିଏ ହଳ ବୁଲେଇ
ତୋ ଗାଲର କଳାଜାଇ
ମହମ ହୃଦୟରେ ଦିଏ ନିଆଁ ଲଗେଇ
ହସିଦେଲେ ଗୋରୀ ତୁ ଲାଗୁ ଗୁଲାବଜାମୁନ୍
ମୋ ମନ କିଣିନିଏ ତୋର ସବୁ expression
ତୋ swag ଚାଲି ପୁରା latest fashion
ଦେଖିଦେଲେ ଓଡ଼ିଶା ଲାଗେ foreign foreign
ଧନ ଧୀରେ, ଧୀରେ, ଧୀରେ
ଗୋଡ଼ ଖସିଯାଉ ଥରେ
जाना ଧୀରେ, ଧୀରେ, ଧୀରେ
ଗୋଡ଼ ଖସିଯାଉ ଥରେ
Whole night long drive ରେ ନେବି ବୁଲେଇ
ତୋ ଦେହର परछाई
ମୋ ଦେହ ନଖରାରେ ଦିଏ ଖରା ପକେଇ
ତୋ ଗାଲର କଳାଜାଇ
ମହମ ହୃଦୟରେ ଦିଏ ନିଆଁ ଲଗେଇ
ହଁ, ମୋ ଗାଲର କଳାଜାଇ
ମହମ ହୃଦୟରେ ଦିଏ ନିଆଁ ଲଗେଇ