Skip to content
Lyric
Dive
Public playlists
My playlists
Search
Sign in
Sima Mu Tamaku
Abhijeet
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ସୀମା, ସୀମା
ସୀମା, ସୀମା
ମୁଁ ତମକୁ ଭଲପାଇ
ମୁଁ ତମକୁ ଭଲପାଇ
ଭୁଲିଗଲି ମୁଁ ମୋର ସୀମା
ମୁଁ ତମକୁ ଭଲପାଇ
ମୁଁ ତମକୁ ଭଲପାଇ
ଭୁଲିଗଲି ମୁଁ ମୋର ସୀମା
ତମେ ତମ ସୀମା ଭିତରେ ରହିଗଲ
ତମେ ତମ ସୀମା ଭିତରେ ରହିଗଲ
ମୁଁ ତମକୁ ପାଇବାକୁ
ମୁଁ ତମକୁ ପାଇବାକୁ
ଡେଇଁଗଲି ମୁଁ ମୋର ସୀମା
ମୁଁ ତମକୁ ପାଇବାକୁ
ଡେଇଁଗଲି ମୁଁ ମୋର ସୀମା
ଭୁଲିଗଲି ମୁଁ ମୋର ସୀମା
ହେ, ପ୍ରତାରଣା କିଏ କାହାକୁ କରିଛି
କିଏବା ଦବ ତା ଉତ୍ତର?
କିଏ ଜାଣିଥିଲା ନିଆଁ ହବ ପାଣି
ଫୁଲ ହେଇଯିବ ପଥର
ପ୍ରତାରଣା କିଏ କାହାକୁ କରିଛି
କିଏବା ଦବ ତା ଉତ୍ତର?
କିଏ ଜାଣିଥିଲା ନିଆଁ ହବ ପାଣି
ଫୁଲ ହେଇଯିବ ପଥର
ତମେ ତମ ସୀମା କୋଉଠି ଜାଣିଗଲ
ତମେ ତମ ସୀମା କୋଉଠି ଜାଣିଗଲ
କଉ ଯାଏଁ, ସୀମା ମୋର?
କଉ ଯାଏଁ, ସୀମା ମୋର?
ଜାଣି ପାରିଲିନି ମୁଁ ଜମା
କଉ ଯାଏଁ, ସୀମା ମୋର?
ଜାଣି ପାରିଲିନି ମୁଁ ଜମା
ଡେଇଁଗଲି ମୁଁ ମୋର ସୀମା
ହଁ, କାଲି ଯାଏଁ ଥିଲା ପରିଚୟ ମୋର
ମୁଁ ଥିଲି ପ୍ରେମିକ ତୁମର
ଆଜି ମୁଁ ତୁମର କେହି ଜଣେ ବନ୍ଧୁ
ତମେ ବଧୂ ଆଉ କାହାର
କାଲି ଯାଏଁ ଥିଲା ପରିଚୟ ମୋର
ମୁଁ ଥିଲି ପ୍ରେମିକ ତୁମର
ଆଜି ମୁଁ ତୁମର କେହି ଜଣେ ବନ୍ଧୁ
ତମେ ବଧୂ ଆଉ କାହାର
ତମେ ତମପରି ସୀମାକୁ ଫେରିଗଲ
ତମେ ତମପରି ସୀମାକୁ ଫେରିଗଲ
ମୋ ସୀମାକୁ ମୁଁ ହଜେଇ
ମୋ ସୀମାକୁ ମୁଁ ହଜେଇ
ଖୋଜୁଛି ମୁଁ ମୋ ପରିସୀମା
ମୋ ସୀମାକୁ ମୁଁ ହଜେଇ
ଖୋଜୁଛି ମୁଁ ମୋ ପରିସୀମା
ଖୋଜୁଛି ମୁଁ ମୋ ପରିସୀମା
ସୀମା, ସୀମା
ସୀମା, ସୀମା
ମୁଁ ତମକୁ ଭଲପାଇ
ମୁଁ ତମକୁ ଭଲପାଇ
ଭୁଲିଗଲି ମୁଁ ମୋର ସୀମା
ମୁଁ ତମକୁ ଭଲପାଇ
ଭୁଲିଗଲି ମୁଁ ମୋର ସୀମା
ତମେ ତମ ସୀମା ଭିତରେ ରହିଗଲ
ତମେ ତମ ସୀମା ଭିତରେ ରହିଗଲ
ମୁଁ ତମକୁ ପାଇବାକୁ
ମୁଁ ତମକୁ ପାଇବାକୁ
ଡେଇଁଗଲି ମୁଁ ମୋର ସୀମା
ମୁଁ ତମକୁ ପାଇବାକୁ
ଡେଇଁଗଲି ମୁଁ ମୋର ସୀମା
ଭୁଲିଗଲି ମୁଁ ମୋର ସୀମା
ସୀମା, ସୀମା
ସୀମା, ସୀମା
ସୀମା, ସୀମା