Skip to content
Lyric
Dive
Public playlists
My playlists
Search
Sign in
Mehboob
Swayam
Popularity · Low
+
🇮🇳 Hindi · Original
0
0
YouTube
Searching YouTube...
Lyrics
Original
Translation
Bilingual
चोरी-चोरी, छुप-छुपके କାହିଁ ଆସୁ जानियाँ?
ବଢ଼େ ମୋ आवारगी, ହୁଏ ମୁଁ ଅମାନିଆ
ଉଫ୍ଃ, ତୋର ଦୁଷ୍ଟାମି କରେ ମୋତେ किमियाँ
କିଛିତ शरम कर, ଦେଖୁଛିରେ ଦୁନିଆଁ
ଦେଖିଲେ ଦେଖୁ ରେ ପଛେ ରହିବିନି ଚୁପ
ପ୍ରେମ ଋତୁ ଚାଲିଗଲେ କରିବୁ ତୁ ଉଫ୍ଃ
ତୁ ମୋର मेहबूबा, ମୁଁ ତୋର मेहबूब
ମୁଁ ତୋର मेहबूबा, ତୁ ମୋର मेहबूब
ତୁ ମୋର मेहबूबा, ମୁଁ ତୋର मेहबूब
ମୁଁ ତୋର मेहबूबा, ତୁ ମୋର मेहबूब
କେମିତି ଭାବିବି ମୁଁ ତୋ ପାଇଁ କଣ?
କବିର କବିତା କି ଶିକାରୀ ନିଶାଣ?
ତୋ ପାଇଁ ମୁଁ ଦେଇପାରେ ମୋର ଜୀବନ
ସମୟ ଆସିଲେ ମୁଁ କରିବି ପ୍ରମାଣ
ତତେ ଭଲପାଏ ମୁଁ ଜୀବନଠୁ ଅଧିକା
ମୋତେ ଛୁଇଁବାକୁ ତୁ ଖୋଜୁଛୁରେ ମଉକା
ପାଗଳ କରୁଛି ମୋତେ ତୋର ଭିଜା ज़ुल्फ़
ଉପମା ନାହିଁ ରୂପର, वाह! बहत ख़ूब
ତୁ ମୋର मेहबूबा, ମୁଁ ତୋର मेहबूब
ମୁଁ ତୋର मेहबूबा, ତୁ ମୋର मेहबूब
ତୁ ମୋର मेहबूबा, ମୁଁ ତୋର मेहबूब
ମୁଁ ତୋର मेहबूबा, ତୁ ମୋର मेहबूब
ଆଖି ବନ୍ଦକଲେ ମୁଁ ତତେ ଦେଖେ जानियाँ
ମୋ ହୃଦୟ ସରଗମ ର ତୁହି ତୁ मानियाँ
ତୋ ପ୍ରେମ ଗଭୀରତା ମୋତେ ନାହିଁ ଅଜଣା
ଜିଇଁବି, ମରିବି ମୁଁ ତୋ ସାଥେ ଓରେ जाना
କେବେହେଲେ ଆମ ପ୍ରେମ ନହେଉ गुम
ତୋବିନା ଜୀବନଟା ହେବ गुमसुम
ତୁ ମୋର मेहबूबा, ମୁଁ ତୋର मेहबूब
ମୁଁ ତୋର मेहबूबा, ତୁ ମୋର मेहबूब
ତୁ ମୋର मेहबूबा, ମୁଁ ତୋର मेहबूब
ମୁଁ ତୋର मेहबूबा, ତୁ ମୋର मेहबूब
ତୁ ମୋର मेहबूबा, ମୁଁ ତୋର मेहबूब