Skip to content
Lyric
Dive
Public playlists
My playlists
Search
Sign in
Sunjara O Mahiya
Swayam Padhi
Popularity · Low
+
🇮🇳 Bhojpuri · Original
0
0
YouTube
Searching YouTube...
Lyrics
Original
Translation
Bilingual
सुन ज़रा, ਓ, ਮਾਹੀਆ
ଏ ମନ ଖୋଜୁଛି ଆ ଥରେ
सुन ज़रा, ਓ, ਮਾਹੀਆ
ଏ ମନ ଖୋଜୁଛି ଆ ଥରେ
ଅଧାରେ ଥିଲା ଯଉଠି ପ୍ରେମ
ସେଇଠି ଅଛି ମୁଁ ଆ ଥରେ
ଏ ପ୍ରେମ ହେଇଯିବ ପୁଣିଥରେ
ଏ ପ୍ରେମ ହେଇଯିବ ପୁଣିଥରେ
ଏ ପ୍ରେମ ହେଇଯିବ ପୁଣିଥରେ
ଏ ପ୍ରେମ ହେଇଯିବ ପୁଣିଥରେ
ଯଉ ବର୍ଷା ଥିଲା ଅଧା, ଆଜି ପୁଣି କରେ ଓଦା
ପଶି ଆସି ଏଇ ମନ ଝରକା ବାଟେ
କିଛି ଦିନ ଚୁପ ରହି ପବନ ଦେଲା ତ ଛୁଇଁ
ଛାତିତଳେ ହେଇଗଲା କଣ ଗୋଟେ
ଅଧାରେ ଥିଲା ଯଉଠି ବାଟ
ସେଇଠି ଅଛି ମୁଁ ଆ ଥରେ
ଏ ପ୍ରେମ ହେଇଯିବ ପୁଣିଥରେ
ଏ ପ୍ରେମ ହେଇଯିବ ପୁଣିଥରେ
ଏ ପ୍ରେମ ହେଇଯିବ ପୁଣିଥରେ
ଏ ପ୍ରେମ ହେଇଯିବ ପୁଣିଥରେ
ଯଉ ସ୍ବପ୍ନ ଅଧା ଦେଖା ଥିଲା ଭାରି ଏକା-ଏକା
ଆଜି ପୁଣି ସେଇ ସ୍ବପ୍ନ ଆଖିକୁ ଡାକେ
ହଁ, ଯଉ ଗପ ଅଧା ଲେଖା ଥିଲା ଦିନେ ଅନାମିକା
ନୂଆ ନାଁ ଦେଇ ଆଜି ସେ ଗପ ଲେଖେ
ଅଧାରେ ଥିଲା ଯଉଠି କଥା
ସେଇଠି ଅଛି ମୁଁ ଆ ଥରେ
ଏ ପ୍ରେମ ହେଇଯିବ ପୁଣିଥରେ
ଏ ପ୍ରେମ ହେଇଯିବ ପୁଣିଥରେ
ଏ ପ୍ରେମ ହେଇଯିବ ପୁଣିଥରେ
ଏ ପ୍ରେମ ହେଇଯିବ ପୁଣିଥରେ