Skip to content
Lyric
Dive
Public playlists
My playlists
Search
Sign in
Sapana Durei Gala
Humane Sagar, Pragyan Prasmita Hota
Popularity · Low
+
🇮🇳 Hindi · Original
0
0
YouTube
Searching YouTube...
Lyrics
Original
Translation
Bilingual
ସପନ ଦୁରେଇ ଗଲା, କି ହେଲା?
ଠିକଣା ବାଟ ଭୁଲିଲା
ବିଶ୍ୱାସ କୁଆଡ଼େ ଗଲା, କି ହେଲା?
ନିଶ୍ୱାସ ନିଆଁ ସାଜିଲା
ହାତ ଧରି ଚାଲିବାର ଭରଷା ଥିଲା
ଧରିବା ଆଗରୁ ହାତ ଫେରେଇ ନେଲା
କାହିଁକି ଆଜି ଏମିତି ହେଲା?
କହ୍ନେଇ କାହିଁ ଏମିତି କଲା?
ରାଧା ବାଟରେ କଣ୍ଟା ରଖିଲା
ଅଧା ସ୍ୱପ୍ନରୁ ନିଦ ରୋକିଲା
ବହୁତ ଦିନ ହେଲା ତମକୁ ଗୋଟେ କଥା ପଚାରିବି ବୋଲି ଭାବୁଥିଲି
ସେ କଥାଟା ହେଲା, ସେ କଥାଟା ହେଲା
ତମର କେହି girlfriend ଅଛନ୍ତି କି? (Cough)
(ଓଃହ ପାଣି)
କାଲି ଏ ଘର ଥିଲା ମୋର, ଆଜି କାହିଁକି କଲା ମୋତେ ପର?
ଅନ୍ଧାର ଭରା ଆଖି ମୋର ଆଜି କେମିତି ଚାଲିବ ବାଟ ବହୁଦୂର?
ମାଟି ଖସି ଖସି ଯାଏ ପାଦ ତଳୁ ମୋର, ଦିନ ରୁଷି ରୁଷି ଯାଏ
ଏ କେମିତି ହେଲା ଜାଣେନା
କିଏସେ କଲା ବୁଝି ହୁଏନା, ହଁ ବୁଝି ହୁଏନା
ବସା ନପାଇ ଏ ପକ୍ଷୀ ଫେରିଲା
ଆଶା ନପାଇ ଆଖି ଝୁରିଲା
ଏଇ ଦେଖ ଉଲ୍କା, ଉଲ୍କା ଦେଖି ଯାହା ମାଗିଲେ ସବୁ ମିଳେ
ହେଲେ ଆଜିଠୁ ଉଲ୍କା ଦେଖି ଆଉ କିଛିବି ମାଗିବିନି
କାରଣ ମୋର ସବୁ ଇଚ୍ଛା କୁ ପୁରା କଲାବାଲା ମୋ ପାଖରେ ଅଛି
ଠିକ୍ କହିଲି ନା?