Skip to content
Lyric
Dive
Public playlists
My playlists
Search
Sign in
Mo Mana Ra Tajmahal Re
Swayam Padhi, Lopamudra Dash
Popularity · Low
+
Magahi · Original
0
0
YouTube
Searching YouTube...
Lyrics
Original
Translation
Bilingual
ଶଙ୍ଖ୍ ମଲମଲ୍ ତୋ ଚେହେରା
आसमानी ଚାନ୍ଦ ତୁ ନିଆରା
ହଁ, ଶଙ୍ଖ୍ ମଲମଲ୍ ତୋ ଚେହେରା
आसमानी ଚାନ୍ଦ ତୁ ନିଆରା
ମିଠା ମିଠା ତୋ बदमाशियाँ
ବଢ଼େଇ ଦେଲା बेचैनियाँ
ମୋ ମନର Taj Mahal ରେ
ହଁ, ମୋ ମନର Taj Mahal ରେ
Mumtaz ବନେଇ
ତତେ ଦେଖୁଥିବି ओ, रे जानिया
ତୁ ମୋର ପ୍ରେମ ମୋର ଦୁନିଆ
ତତେ ଦେଖୁଥିବି ओ, रे जानिया
ତୁ ମୋର ପ୍ରେମ ମୋର ଦୁନିଆ
ଏ ମନରେ ରହିଛୁ ତୁ ରଙ୍ଗୋଲି ୠତୁଟେ ହେଇ
ଯୁଆଡେ ମୁଁ ଯାଏ ଆଜି, ତୋ ପ୍ରେମ ଯାଏ ରେ ଛୁଇଁ
ପରୀ ନା ତୁ ଗୋଟେ अप्सरा?
Ajanta ର ଛବି ତୁ Ellora
ଧୂଆଁ ଧୂଆଁ ତୋ परछाइयाँ
କଲା ପ୍ରେମର मजबूरियाँ
ମୋ ମନର Taj Mahal ରେ
ହଁ, ମୋ ମନର Taj Mahal ରେ
Mumtaz ବନେଇ
ତତେ ଦେଖୁଥିବି ओ, रे जानिया
ତୁ ମୋର ପ୍ରେମ ମୋର ଦୁନିଆ
ତତେ ଦେଖୁଥିବି ओ, रे जानिया
ତୁ ମୋର ପ୍ରେମ ମୋର ଦୁନିଆ
ହଁ, ଲାଗିଯିବ କାଳେ ଏଇ ପ୍ରେମରେ କାହା ନଜର
କଜଳର ଗାର ହେଇ ରହିଯା ଆଖିରେ ମୋର
ଚିତ୍ରଲେଖା ଓଠ ତୋ मदिरा
Mona Lisa ହସର फुहारा
खोया-खोया तो मदहोशियाँ
जान ଚୋରେଇ ନେଲା, ଓ ପ୍ରିୟା
ମୋ ମନର Taj Mahal ରେ
ହଁ, ମୋ ମନର Taj Mahal ରେ
Mumtaz ବନେଇ
ତତେ ଦେଖୁଥିବି ओ, रे जानिया
ତୁ ମୋର ପ୍ରେମ ମୋର ଦୁନିଆ
ତତେ ଦେଖୁଥିବି ओ, रे जानिया
ତୁ ମୋର ପ୍ରେମ ମୋର ଦୁନିଆ