Skip to content
Lyric
Dive
Public playlists
My playlists
Search
Sign in
Mu Superstar Hebi Re
Kuldeep Pattanaik
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ମୁଁ superstar ହେବି ରେ
ମୁଁ superstar ହେବି ରେ
ଦୁନିଆଁରେ ଏତେ ଭିଡ଼
ହବ କିଏ ଛିଡ଼ା ରେ?
बेखियाली ହୃଦୟ ମୋ
ଲାଗିବନି ଭଡ଼ା ରେ
ସହରର ସବୁ ପାଖେ ଝୁଲିବ ମୋ poster
ଆଖେ ପାଖେ fans ମୋର କାଟୁଥିବେ ଚକ୍କର୍
ଗୋଟେ ଲମ୍ବା ସ୍ବପ୍ନର ପାହାନ୍ତିରେ
ମୁଁ superstar ହେବି ରେ
ମୁଁ superstar ହେବି ରେ
କାନ୍ଧରେ ମୋ କଳାଜାଇ, ଭାଗ୍ୟ ପାଇଁ ଶୁଭ
ଆରେ, ନାହାକ କହିଥିଲା ପୁଅ ବଡ଼ଲୋକ ହବ
ଆରେ, ଇର୍ଷାରେ ଜଳୁଥିବେ ଅଧା-ଅଧି actors
ଯୋଡ଼ି-ଯାଡ଼ି ମିଛ ସତ କହୁଥିବେ rumour
ନାମି-ଦାମି ଲୋକ ସାଥେ ବସା ଉଠା ହବ ରେ
ସବୁଦିନ ସବୁଆଡ଼େ ଥିବି ଏକା ଚର୍ଚ୍ଚାରେ
ଗୋଟେ ଲମ୍ବା ସ୍ଵପ୍ନର ପାହାନ୍ତିରେ
ମୁଁ superstar ହେବି ରେ
ମୁଁ superstar ହେବି ରେ
Celebrity ଭଳି ମତେ ମିଳୁଥିବ respect
ଆରେ, ସୁନ୍ଦରୀଙ୍କ ନଜରରେ ମୁଁ ଏକା perfect
ହୋ-ଓ-ଓ, selfie ପାଇଁ ଠେଲା-ପେଲା ଚାରିପାଖେ ମୋର
ଲକ୍ଷେ, ଲକ୍ଷେ fans ଙ୍କର ମୁଁ ଏକା hero
ଗାଡ଼ି, ଘୋଡ଼ା bank balance ସବୁ ଥିବ ପାଖରେ
ଜୀବନଟା ଜିଉଁଥିବି ମୁଁ full ମସ୍ତିରେ
ଗୋଟେ ଲମ୍ବା ସ୍ଵପ୍ନର ପାହାନ୍ତିରେ
ମୁଁ superstar ହେବି ରେ
ମୁଁ superstar ହେବି ରେ
ମୁଁ superstar ହେବି ରେ