Skip to content
Lyric
Dive
Public playlists
My playlists
Search
Sign in
Jibanara Shesa Gita
Namita Agrawal
Popularity · Moderate
+
Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ଜୀବନର ଶେଷ ବନ୍ଧୁ
ପ୍ରଭୁ ଜଗନ୍ନାଥ ସେ, ପ୍ରଭୁ ଜଗନ୍ନାଥ
ଜୀବନର ଶେଷ ବନ୍ଧୁ
ପ୍ରଭୁ ଜଗନ୍ନାଥ ସେ, ପ୍ରଭୁ ଜଗନ୍ନାଥ
ଜୀବନର ଶେଷ ଭୋକ ମେଣ୍ଟେ ନିର୍ମାଲ୍ୟରେ
ଜୀବନର ଶେଷ ଶୋଷ ତୁଳସୀ ଜଳରେ
ଜୀବନର ଶେଷ ଗୀତ
ଜୀବନର ଶେଷ ଗୀତ
ରାମ ନାମ ସତ୍ୟ ହେ, ରାମ ନାମ ସତ୍ୟ
ଜୀବନର ଶେଷ ବନ୍ଧୁ
ପ୍ରଭୁ ଜଗନ୍ନାଥ ସେ, ପ୍ରଭୁ ଜଗନ୍ନାଥ
ଜୀବନର ଶେଷ ଖେଳ ବଡ଼ଦାଣ୍ଡରେ
ଜୀବନର ଶେଷ ଖେଳ ବଡ଼ଦାଣ୍ଡରେ
ଜୀବନର ଶେଷ ନିଦ୍ରା ସ୍ବର୍ଗଦ୍ବାରରେ
ଜୀବନର ଶେଷ ନିଦ୍ରା ସ୍ବର୍ଗଦ୍ବାରରେ
ଜୀବନର ଶେଷ ସ୍ଵପ୍ନ
ଜୀବନର ଶେଷ ସ୍ଵପ୍ନ
ନୀଳଚକ୍ର ନେତ ସେ, ନୀଳଚକ୍ର ନେତ
ଜୀବନର ଶେଷ ବନ୍ଧୁ
ପ୍ରଭୁ ଜଗନ୍ନାଥ ସେ, ପ୍ରଭୁ ଜଗନ୍ନାଥ
ଜୀବନର ଶେଷ ଦୁଃଖ ପାପ ଅର୍ଜନ
ଜୀବନର ଶେଷ ଦୁଃଖ ପାପ ଅର୍ଜନ
ଜୀବନର ଶେଷ ସୁଖ ପ୍ରଭୁ ଦର୍ଶନ
ଜୀବନର ଶେଷ ସୁଖ ପ୍ରଭୁ ଦର୍ଶନ
ଜୀବନର ଶେଷ ଲକ୍ଷ୍ୟ
ଜୀବନର ଶେଷ ଲକ୍ଷ୍ୟ
ବନ୍ଧନରୁ ମୋକ୍ଷ ହେ, ବନ୍ଧନରୁ ମୋକ୍ଷ
ଜୀବନର ଶେଷ ବନ୍ଧୁ
ପ୍ରଭୁ ଜଗନ୍ନାଥ ସେ, ପ୍ରଭୁ ଜଗନ୍ନାଥ
ଜୀବନର ଶେଷ ବନ୍ଧୁ
ପ୍ରଭୁ ଜଗନ୍ନାଥ ସେ, ପ୍ରଭୁ ଜଗନ୍ନାଥ
ଜୀବନର ଶେଷ ଭୋକ ମେଣ୍ଟେ ନିର୍ମାଲ୍ୟରେ
ଜୀବନର ଶେଷ ଶୋଷ ତୁଳସୀ ଜଳରେ
ଜୀବନର ଶେଷ ଗୀତ
ଜୀବନର ଶେଷ ଗୀତ
ରାମନାମ ସତ୍ୟ ହେ, ରାମନାମ ସତ୍ୟ
ଜୀବନର ଶେଷ ବନ୍ଧୁ
ପ୍ରଭୁ ଜଗନ୍ନାଥ ସେ, ପ୍ରଭୁ ଜଗନ୍ନାଥ
ପ୍ରଭୁ ଜଗନ୍ନାଥ ସେ, ପ୍ରଭୁ ଜଗନ୍ନାଥ
ପ୍ରଭୁ ଜଗନ୍ନାଥ ସେ, ପ୍ରଭୁ ଜଗନ୍ନାଥ