Skip to content
Lyric
Dive
Public playlists
My playlists
Search
Sign in
Mo Rajajema - Original
Humane Sagar
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ହାଏ ରାଜଜେମା
ହାଏ, ମୋ ରାଜଜେମା
ହାଏ ରେ, ହାଏ ରେ, ହାଏ ରେ, ହାଏ ରେ ରାଜଜେମା
ପ୍ରଥମ ଦେଖାରେ ନିଜର କଲୁ ରେ କରିଲୁ ଝାମା
ହାଏ ରେ, ହାଏ ରେ, ହାଏ ରେ, ହାଏ ମୁଁ ରାଜଜେମା
ପ୍ରଥମ ଦେଖାରେ ହୃଦୟ ଦେଲିରେ ତୋ ପାଖେ ଜିମା
ପକେଇଲି ପ୍ରେମ-ଜାତକ
ତୋର ମୋର ରାଜ-ଜାତକ
ପକେଇଲି ପ୍ରେମ-ଜାତକ
ତୋର ମୋର ରାଜ-ଜାତକ
ଧିରେ-ଧିରେ ତୋ ସାଥେ ଗୋରୀ ପ୍ରେମ କି ହେଲା?
ପାଗଳ କଲା, ପାଗଳ କଲା, ଚେହେରା ତୋ ପାଗଳ କଲା
ଚଗଲି କଲା, ଚଗଲି କଲା, ଇଶାରା ତୋ ଚଗଲି କଲା
ଗୋଲାପି ତୋର ଓଠରୁ ହାଏ ମିଠାମହୁ ଝରୁଛି
ଛୁଇଁବା ପାଇଁ ଓଠରେ ମୋର ପାଗଳାମି ବଢୁଛି
ମହୁଆ ତୋର ପ୍ରେମରେ ହାଏ ନିଶା ଚଢ଼ି ଯାଉଛି
ଆଖିରେ ଆଖି ମିଶିଲା ଯେବେ ଲାଜ ଶିଖି ଯାଇଛି
ଆଲୋ ମୋର ଗେହ୍ଲେଇ ରାଣୀ
ଆଖିରେ ତୁ କରିଲୁ ଗୁଣୀ
ଆଲୋ ମୋର ଗେହ୍ଲେଇ ରାଣୀ
ଆଖିରେ ତୁ କରିଲୁ ଗୁଣୀ
ଚୋରା-ଚୋରା ନଖରା ତୋର ମତେ ସାଇଲା
ପାଗଳ କଲା, ପାଗଳ କଲା, ଚେହେରା ତୋ ପାଗଳ କଲା
ହାଏ, ଚଗଲି କଲା, ଚଗଲି କଲା, ଇଶାରା ତୋ ଚଗଲି କଲା
ପକ୍ଷୀରାଜର ଘୋଡ଼ାରେ ଚଢ଼ି କେବେ କହ ଆସିବୁ?
ପାଟରାଣୀର ବେଶରେ ମତେ ସଜେଇ ନେଇଯିବୁ
ହୋ, ସୁନା-ପାଲିଙ୍କି ସଜେଇବାକୁ ଦେଲିଣି ମୁଁ ବଇନା
କୁଙ୍କୁମ ନାଇ ବସିଥା ଗୋରୀ ଆଲୋ ସୁନା-ମଇନା
ନବୁ ବୋଲି ହାତକୁ ଧରି
ଆଜିଯାଏଁ ଥିଲି କୁଆଁରୀ
ନବୁ ବୋଲି ହାତକୁ ଧରି
ଆଜିଯାଏଁ ଥିଲି କୁଆଁରୀ
ବୟସର ଗ୍ରହ, ନକ୍ଷତ୍ର ରାଶି ଫିଟିଲା
ପାଗଳ କଲା, ପାଗଳ କଲା ଚେହେରା ତୋ ପାଗଳ କଲା
ହାଏ, ଚଗଲି କଲା, ଚଗଲି କଲା ଇଶାରା ତୋ ଚଗଲି କଲା
ହୋ, ପାଗଳ କଲା, ପାଗଳ କଲା ଚେହେରା ତୋ ପାଗଳ କଲା
ଚଗଲି କଲା, ଚଗଲି କଲା ଇଶାରା ତୋ ଚଗଲି କଲା