Skip to content
Lyric
Dive
Public playlists
My playlists
Search
Sign in
Sakhi Sange Gale Rahan
Asima Panda
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ସଖୀ ସଙ୍ଗେ ଗେଲେ ରହ ନଦିଆକା ଧାରେ
ଓହୋରେ, ଓହୋରେ
ଓହୋରେ, ଓହୋରେ
ନାଗରେ ଟାନଲା ଆଞ୍ଚରେ
ସଖୀ ସଙ୍ଗେ ଗେଲେ ରହ ନଦିଆକା ଧାରେ
ସଖୀ ସଙ୍ଗେ ଗେଲେ ରହ ନଦିଆକା ଧାରେ
ଓହୋରେ, ଓହୋରେ
ଓହୋରେ, ଓହୋରେ
ନାଗରେ ଟାନଲା ଆଞ୍ଚରେ
ଓହୋରେ, ଓହୋରେ
ଓହୋରେ, ଓହୋରେ
ନାଗରେ ଟାନଲା ଆଞ୍ଚରେ
ଶିରାଇଗେଲ ଲାଜେକ୍ ମାରି ଟାନିନେଲା କୋରେ
ଶିରାଇଗେଲ ଲାଜେକ୍ ମାରି ଟାନିନେଲା କୋରେ
ଓହୋରେ, ଓହୋରେ
ଓହୋରେ, ଓହୋରେ
ନାଗରେ ଧରଲା ଆଞ୍ଚରେ
ଓହୋରେ, ଓହୋରେ
ଓହୋରେ, ଓହୋରେ
ନାଗରେ ଧରଲା ଆଞ୍ଚରେ
ଏକଲା ସେଇ ଖାନେ
କେହୁନି ସେଇ ଖନେ
ଧକ୍-ଧକ୍ କରେ ମୋର୍ ହିଆ ଘନେ ଘନେ
ଏକଲା ସେଇ ଖାନେ
କେହୁନି ସେଇ ଖନେ
ଧକ୍-ଧକ୍ କରେ ମୋର୍ ହିଆ ଘନେ ଘନେ
ଗାଗରିଆ ଖସିଗେଲି, ଧରଲା କମରେ
ଗାଗରିଆ ଖସିଗେଲି, ଧରଲା କମରେ
ଓହୋରେ, ଓହୋରେ
ଓହୋରେ, ଓହୋରେ
ନାଗରେ ଟାନଲା ଆଞ୍ଚରେ
ଓହୋରେ, ଓହୋରେ
ଓହୋରେ, ଓହୋରେ
ନାଗରେ ଟାନଲା ଆଞ୍ଚରେ
କଦମ୍ କଲେ କଷି ଭମରା ବଦମାସି
ନାନା ରଙ୍ଗେ ଛଲକରି ଫୁଲେ ଗେଲା ବସି
କଦମ୍ କଲେ କଷି ଭମରା ବଦମାସି
ନାନା ରଙ୍ଗେ ଛଲକରି ଫୁଲେ ଗେଲା ବସି
ଏକ ଯୋଳା ଗାଗରିଆ ପାରୁନି ମୁଇଁ ଭରି
ଏକ ଯୋଳା ଗାଗରିଆ ପାରୁନି ମୁଇଁ ଭରି
ଓହୋରେ, ଓହୋରେ
ଓହୋରେ, ଓହୋରେ
ନାଗରେ ଟାନଲା ଆଞ୍ଚରେ
ଓହୋରେ, ଓହୋରେ
ଓହୋରେ, ଓହୋରେ
ନାଗରେ ଟାନଲା ଆଞ୍ଚରେ