Skip to content
Lyric
Dive
Public playlists
My playlists
Search
Sign in
Basinda
Satyajeet Jena
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ହୃଦୟ ଶଙ୍ଖ ମଲ୍ ମଲ୍ ଘର ଟିଏ
ତା ଭିତରେ ତୁ ଏକା ରହିଜା ରେ
ହୃଦୟ ଶଙ୍ଖ ମଲ୍ ମଲ୍ ଘର ଟିଏ
ତା ଭିତରେ ତୁ ଏକା ରହିଜା ରେ
ନାକଗୁଣାକୁ ମୋର ଖୋଲି ଦେଲିଣି
ମୋ ନିଃଶ୍ୱାସ ଦେଇ ତୁ ଆସିବୁ ଜାଣି
ନିଛାଟିଆ ତୋ ବିନା ମୁଁ ଯେ
ମୋ ମନ ନଗରୀରେ ତୁହିଁ ବାସିନ୍ଦା
ତୋ ପ୍ରେମ ଯେ ମୁଳରୁ ମୋର ଚାହିଦା
ମୋ ମନ ନଗରୀରେ ତୁହିଁ ବାସିନ୍ଦା
ତୋ ପ୍ରେମ ଯେ ମୁଳରୁ ମୋର ଚାହିଦା
ହେ... ହେ... ଝଲ୍ ମଲ୍ ଜହ୍ନ ତୁ ଦିନ ଦିପହରେ
ତୁଥିଲେ ଶୀତ ଶୀତ ଲାଗେ ଦେହ ଭିତରେ
ପଲଙ୍କ ପରି ତୋର କଥାଲାଗେ ମତେ
ତୋ ବାହୁରେ ଚାହେଁ ମୁଁ ଓହଳି ଶୋଇଯାଏ
ହାତକୁ ଓଟାରି ନେଇ ଲଗେଇଦେ ମଞ୍ଜୁଆତି
ଖୁଜୁ ବୁଜୁ କରୁଥିବି ଆଉଁସି
ତୋ ଶାଢ଼ୀ କୁଞ୍ଚ ଏବେ ଧରି ମୁଁ ଦେବି
ତୋ ପାଉଁଜିରେ ତାରା ବାନ୍ଧି ବସିବି
ତୋ ଆଖି କାରାଗାରେ ମୁଁ ବନ୍ଦୀ
ମୋ ମନ ନଗରୀରେ ତୁହିଁ ବାସିନ୍ଦା
ତୋ ପ୍ରେମ ଯେ ମୁଳରୁ ମୋର ଚାହିଦା
ମୋ ମନ ନଗରୀରେ ତୁହିଁ ବାସିନ୍ଦା
ତୋ ପ୍ରେମ ଯେ ମୁଳରୁ ମୋର ଚାହିଦା
ତୋ ଫୁସୁଲା ଫୁସୁଲି ରେ ମୁଁ ଆସିଗଲି
ଡହ ଡହ ଖରା ତରା ଦୁନିଆ ଭୁଲି
କାହିଁକି ସେ ହାତ ବୁଣା ଶାଢ଼ୀ ପରି ପିନ୍ଧୁଛି ମୁଁ ତତେ
କାହିଁକି ତୋ କଥାର ଧଡ଼ି ମୁଁ ଆଙ୍କି ବସେ ମିଛଟାରେ
ମୋ ମନ ନଗରୀରେ ତୁହିଁ ବାସିନ୍ଦା
ତୋ ପ୍ରେମ ଯେ ମୁଳରୁ ମୋର ଚାହିଦା
ମୋ ମନ ନଗରୀରେ ତୁହିଁ ବାସିନ୍ଦା
ତୋ ପ୍ରେମ ଯେ ମୁଳରୁ ମୋର ଚାହିଦା