Skip to content
Lyric
Dive
Public playlists
My playlists
Search
Sign in
Mor Bela
Bijay Anand Sahu
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ଚିକ୍-ଚିକ୍-ଚିକ୍ ତୋର୍ ଡେବରି ଗାଲ
ଚିକ୍-ଚିକ୍-ଚିକ୍ ତୋର୍ ଭୁଜନି ଗାଲ
ଚିକ୍-ଚିକ୍-ଚିକ୍ ତୋର୍ ଡେବରି ଗାଲ
ଚିକ୍-ଚିକ୍-ଚିକ୍ ତୋର୍ ଭୁଜନି ଗାଲ
ତତେ ଦେଖି ଆମେ ହେଲୁଁ ପାଗଲ
ଏ ମୋର୍ ବେଲ ରେ ବେଲ
କେତେ ହେଉଛୁ ଗେଲ?
ଏ ମୋର୍ ବେଲ ରେ ବେଲ
କେତେ ହେଉଛୁ ଗେଲ?
ଟିକେ-ଟିକେ हौले-हौले
ପ୍ରେମର୍ ନିଶା ଚଢ଼ିଗଲେ
ରାତି ଝୁମରା ନାଇଁ ଲାଗେ
ହଁ ରେ ରାତି ଝୁମରା ନାଇଁ ଲାଗେ
ଲୁକି-ଲୁକି କଲେ-କଲେ
ଦୁହିଁକର୍ ଆଖି ମିଶିଗଲେ
ହାଏ ରେ ରାତି ଝୁମରା ନାଇଁ ଲାଗେ
ହଁ ରେ ଝୁମରା ନାଇଁ ଲାଗେ
ଝିଲମିଲ୍ ରୂପ ଝଲମଲ
ଦିଖସୁ ଯେନ୍ତା ଫୁଲ୍ କମଲ
ଝିଲମିଲ୍ ରୂପ ଝଲମଲ
ଦିଖସୁ ଯେନ୍ତା ଫୁଲ୍ କମଲ
ତତେ ଦେଖି ଆମେ ହେଲୁଁ ପାଗଲ
ଏ ମୋର୍ ବେଲ ରେ ବେଲ
କେତେ ହେଉଛୁ ଗେଲ?
ଏ ମୋର୍ ବେଲ ରେ ବେଲ
କେତେ ହେଉଛୁ ଗେଲ?
ମତେ କେତେ ସତଉଛୁ?
ସୁନ୍ଦରି ନନି ଲୋ ତୁଇ
ଦିଲ୍ ଭିତରେ ବସାମି
ନାଇଁ ଯାଇ ଦିଏଁ ତତେ କାହିଁ
ମତେ କେତେ ସତଉଛୁ?
ସୁନ୍ଦରି ନନି ଲୋ ତୁଇ
ଦିଲ୍ ଭିତରେ ବସାମି
ନାଇଁ ଯାଇ ଦିଏଁ ତତେ କାହିଁ
ଦେଖ୍-ଦେଖ୍-ଦେଖ୍ ତୋର୍ ଗୁରା ଗାଲ
ମନ୍ ଭିତରେ ମଚେଇଦେଲୁ ଖଲବଲ
ଦେଖ୍-ଦେଖ୍-ଦେଖ୍ ତୋର୍ ଗୁରା ଗାଲ
ମନ୍ ଭିତରେ ମଚେଇଦେଲୁ ଖଲବଲ
ତତେ ଦେଖି ଆମେ ହେଲୁଁ ପାଗଲ
ଏ ମୋର୍ ବେଲ ରେ ବେଲ
କେତେ ହେଉଛୁ ଗେଲ?
ଏ ମୋର୍ ବେଲ ରେ ବେଲ
କେତେ ହେଉଛୁ ଗେଲ?
ଏ ମୋର୍ ବେଲ ରେ ବେଲ
କେତେ ହେଉଛୁ ଗେଲ?