Skip to content
Lyric
Dive
Public playlists
My playlists
Search
Sign in
Bandhu Galaa Galaa
Arabinda Muduli
Popularity · Moderate
+
Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ଭକ୍ତବୃନ୍ଦ, ଏ ସଂସାର ମଧ୍ୟରେ ଜନ୍ମ ମାତ୍ରକେ ମୃତ୍ୟୁ ସୁନିଶ୍ଚିତ
ଆମେ ଆସିଛେ ଅର୍ଥାତ୍ ଯିବାକୁ ପଡିବ
ଜଣେ ବନ୍ଧୁ ଆମରି ଭିତରୁ ଚାଲି ଯାଇଛନ୍ତି
ତାଙ୍କର କଣ ନ ଥିଲା
ଐସର୍ଯ୍ୟରେ ପ୍ରାଚୁର୍ଯ୍ୟରେ ତାଙ୍କର ପଟାନ୍ତର ନାହିଁ
ସେ ଯେତେବେଳେ ଚାଲି ଯାଇଛନ୍ତି, ସେତେବେଳେ ଏ ମନ କଣ କହୁଛି
ରେ ପାଗଳା ମନ ଟିକେ ଧ୍ୟାନ ଦେଇ ତୁ ଶୁଣ
ବନ୍ଧୁ ଗଲା-ଗଲା, ସବୁ ସରିଗଲା, ସବୁ ସରିଗଲା, ସବୁ ସରିଗଲା
ବନ୍ଧୁ ଗଲା-ଗଲା
ସବୁ ସରିଗଲା, ସବୁ ସରିଗଲା
ବନ୍ଧୁ ଗଲା-ଗଲା
ସବୁ ସରିଗଲା, ସବୁ ସରିଗଲା
ବନ୍ଧୁ ଗଲା-ଗଲା
ତୋ ସାଙ୍ଗରେ ଯିଏ ଖେଳୁଥିଲା କାଲି
ତୋ ସାଙ୍ଗରେ ଯିଏ ଖେଳୁଥିଲା କାଲି
ସିଏ ପରା ଆଜି ଚାଲିଗଲା
ବନ୍ଧୁ ଗଲା-ଗଲା
ସବୁ ସରିଗଲା, ସବୁ ସରିଗଲା
ବନ୍ଧୁ ଗଲା-ଗଲା
ଛଅଖଣ୍ଡ ବାଉଁଶରେ ସଜାଡ଼ି କୋକେଇ
ଅଣ୍ଟା ଭିଡ଼ିଲେଣି ଚାରିଜଣ ମାଲଭାଇ
ଛଅଖଣ୍ଡ ବାଉଁଶରେ ସଜାଡ଼ି କୋକେଇ
ଛଅଖଣ୍ଡ ବାଉଁଶରେ ସଜାଡ଼ି କୋକେଇ
ଅଣ୍ଟା ଭିଡ଼ିଲେଣି ଚାରିଜଣ ମାଲଭାଇ
ନିଆଁ ବରିହା, ଭାତ ତୁରୁହା ସାଙ୍ଗରେ ନଉଛନ୍ତି
ଆହା! ସାଙ୍ଗରେ ନେଉଛନ୍ତି
କୁଆଡେ ଗଲା ଦମ୍ଭ ଗରବ ଭଗାରୀ ହସୁଛନ୍ତି
ଆହା! ଭଗାରୀ ହସୁଛନ୍ତି
ପୁଅ, ଝିଅ ମାନେ ସମ୍ପତି ଲୋଭରେ
ପୁଅ, ଝିଅ ମାନେ ସମ୍ପତି ଲୋଭରେ
ଭାଗ ନେବା ପାଇଁ ଠେଲାପେଲା
ବନ୍ଧୁ ଗଲା-ଗଲା
ରେ ବନ୍ଧୁ, ଗଲା-ଗଲା
ସବୁ ସରିଗଲା, ସବୁ ସରିଗଲା
ବନ୍ଧୁ ଗଲା-ଗଲା
ବନ୍ଧୁ ବାନ୍ଧବଙ୍କୁ ଡ଼ାକି ଶୁଦ୍ଧିକ୍ରିୟା ହେବେ
ବନ୍ଧୁ ବାନ୍ଧବଙ୍କୁ ଡ଼ାକି ଶୁଦ୍ଧିକ୍ରିୟା ହେବେ
ଭଲ, ମନ୍ଦ ଦିନା କେତେ ବିଚାର କରିବେ
ବନ୍ଧୁ ବାନ୍ଧବଙ୍କୁ ଡ଼ାକି
ବନ୍ଧୁ ବାନ୍ଧବଙ୍କୁ ଡ଼ାକି ଶୁଦ୍ଧିକ୍ରିୟା ହେବେ
ଭଲ, ମନ୍ଦ ଦିନା କେତେ ବିଚାର କରିବେ
ଭଲ କରିଥିଲେ ଭଲ ଶୁଣିବ
ମନ୍ଦକୁ ମନ୍ଦ ପଦେ
ଆହା! କୀର୍ତ୍ତି କରିଥିଲେ ରହିବ ବନ୍ଧୁ
ଧରମର ସେତୁ ବନ୍ଧେ
କେତେ କରିଥିଲା କିଛି ନେଲାନାହିଁ
କେତେ କରିଥିଲା କିଛି ନେଲାନାହିଁ
ଖାଲି ହାତେ ପରା ଚାଲିଗଲା
ବନ୍ଧୁ ଗଲା-ଗଲା
ହେ ବନ୍ଧୁ, ଗଲା-ଗଲା
ସବୁ ସରିଗଲା, ସବୁ ସରିଗଲା
ବନ୍ଧୁ ଗଲା-ଗଲା
ତୋ ସାଙ୍ଗରେ ଯିଏ ଖେଳୁଥିଲା କାଲି
ତୋ ସାଙ୍ଗରେ ଯିଏ ଖେଳୁଥିଲା କାଲି
ସିଏ ପରା ଆଜି ଚାଲିଗଲା
ବନ୍ଧୁ ଗଲା-ଗଲା
ରେ ବନ୍ଧୁ, ଗଲା-ଗଲା
ସବୁ ସରିଗଲା, ସବୁ ସରିଗଲା
ବନ୍ଧୁ ଗଲା-ଗଲା
ଏ ବନ୍ଧୁ ଗଲା-ଗଲା
ଏ ବନ୍ଧୁ ଗଲା-ଗଲା
ବନ୍ଧୁ ଗଲା-ଗଲା