Kene Gheni
Popularity · Low
YouTube
Searching YouTube...
Lyrics
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ?
ଆମ୍ଭେ ଦ୍ରଶନ କରିବୁ କାହାକୁ?
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ?
ଆମ୍ଭେ ଦ୍ରଶନ କରିବୁ କାହାକୁ?
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
ଖୁଣ୍ଟିଆ ଡାକ ଦେଲେ, ପହଣ୍ଡି ବିଜେ କଲେ
ଖୁଣ୍ଟିଆ ଡାକ ଦେଲେ, ପହଣ୍ଡି ବିଜେ କଲେ
ବିଜୟ କର ପ୍ରଭୁ...
ବିଜୟ କର ପ୍ରଭୁ ଚାପକୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ?
ଆମ୍ଭେ ଦ୍ରଶନ କରିବୁ କାହାକୁ?
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ?
କୂଳବଧୁଙ୍କର ରଡ଼ି, ପଣ୍ଡାଏ ଗଡ଼ାଗଡ଼ି
କୂଳବଧୁଙ୍କର ରଡ଼ି, ପଣ୍ଡାଏ ଗଡ଼ାଗଡ଼ି
ବିଧାତା ବାମ ହେଲା...
ବିଧାତା ବାମ ହେଲା ଓଡ଼ିଶାକୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ?
ଆମ୍ଭେ ଦ୍ରଶନ କରିବୁ କାହାକୁ?
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ?
ବଡ଼ ଦେଉଳୁ ବାହାରି ଶଗଡ଼ିରେ ବିଜେକରି
ବଡ଼ ଦେଉଳୁ ବାହାରି ଶଗଡ଼ିରେ ବିଜେକରି
ରେଣୁ ଯେ ପଡୁଥିବ...
ରେଣୁ ଯେ ପଡୁଥିବ ଶ୍ରୀମୁଖକୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ?
ଆମ୍ଭେ ଦ୍ରଶନ କରିବୁ କାହାକୁ?
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ?
କହଇ ସାଲବେଗ, "ନିର୍ମାଲ୍ୟ କାହୁଁ ହେବ?"
କହଇ ସାଲବେଗ, "ନିର୍ମାଲ୍ୟ କାହୁଁ ହେବ?"
ଧିକ ଧିକ ଆମ୍ଭ...
ଧିକ ଧିକ ଆମ୍ଭ ଜୀବନକୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ?
ଆମ୍ଭେ ଦ୍ରଶନ କରିବୁ କାହାକୁ?
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ?
ଆମ୍ଭେ ଦ୍ରଶନ କରିବୁ କାହାକୁ?
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ?