Skip to content
Lyric
Dive
Public playlists
My playlists
Search
Sign in
Abhay - Title Track
Humane Sagar
Popularity · Low
+
🇫🇷 French · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ଆମେ ଯେତିକି ଫୁଲା-ଫାଙ୍କିଆ
ସେତିକି ସାବଧାନ୍
କାହା ଦେହରେ ଫୁଟିଲେ କଣ୍ଟା
ଆମଠି sirun
ଆମେ common men
Common, common, common, ଆମେ common men
Common, common, common, common
ଆମେ ଯେବେ ଭଲ ପାଇବୁ (ହେ)
ପର ଦୁଃଖ ଦେଖି କାନ୍ଦିବୁ (ହେ)
ପର ପାଇଁ ଜୀବନ ଦବୁ ଜାଣିଥାରେ
ଆମ ଦେହେ ଲାଗିଲେ ନିଆଁ (ହେ)
ଠେଙ୍ଗା ଧରି ହବୁରେ ଠିଆ (ହେ)
କିଏ ପୁଅ ଆସିବ ଆ' ଶୁଣିଥାରେ
Common men ଛାତିରେ ଥାଏ ଛାତିଏ ଭୟ
ସେଇ ଛାତିରେ ନିଆଁ ଲାଗିଲେ ହୁଏ ସେ ଅଭୟ
(ଅଭୟ, ଅଭୟ)
(ଅଭୟ, ଅଭୟ)
(ଆମେ ଅଭୟ)
(ଆମେ ଅଭୟ)
(ଆମେ ଅଭୟ)
(ଆମେ ଅଭୟ)
ଆମର ଲୋଟା, ଗଣ୍ଡେ ପଖାଳ, ଛଅ ଘଣ୍ଟିଆ ନିଦ
ଆମେ କାହିଁକି କରିବୁ ଭାଇ କାହା ସାଥିରେ ବାଦ
ଆମକୁ ଭଲ, ଆମ ପାଇଁକି ଖରା, ବରଷା ଯାତ
ପଙ୍କରେ କାଇଁ ପଶିବୁ ଭାଇ ଧୋଇବୁ କାଇଁ ଗୋଡ଼
ଆ କହିଲେ ମୂର୍ଚ୍ଛା ଯାଉ
(କାହିଁକି ନା ଆମେ common men)
ଛୁରୀ ଦେଖିଲେ ଡ଼ରି ପଳାଉ
(କାହିଁକି ନା ଆମେ common men)
Facebookରେ ଭାଷଣ ମାରି likes ପାଇଁ ଅନେଇ ଥାଉ
(କାହିଁକି ନା ଆମେ common men)
ଆମ ମନରେ ଯେତିକି ରାଗ
ସେତିକି emotion
ଆମେ ଜମାରୁ whistle ମାରି
ନଉନା tension
Common men ଆଖିରେ ଥାଏ ଆଖିଏ ଭୟ
ସେଇ ଆଖିରେ ନିଆଁ ଲାଗିଲେ ହୁଏ ସେ ଅଭୟ
(ଅଭୟ, ଅଭୟ)
(ଅଭୟ, ଅଭୟ)
(ଆମେ ଅଭୟ)
(ଆମେ ଅଭୟ)
(ଆମେ ଅଭୟ)
(ଆମେ ଅଭୟ)
(ରା-ରା-ରା)
(ରା-ରା-ରା)
(ରା-ରା-ରା)
(ରା-ରା-ରା)
(ରା-ରା-ରା)
(ରା-ରା-ରା)
(ରା-ରା-ରା)
(ରା-ରା-ରା)
ଆମେ ତ ସେଇ ତିନି ମାଙ୍କଡ଼
Stop ଆମ ପାଟି
କିଛି ଦେଖୁନା, କିଛି ଶୁଣୁନା
କଣ ଚାଲେ ଏଠି
ଆମେ ଚିହ୍ନୁନା କିଏ ରାବଣ, କିଏସେ ଏଠି ରାମ
ସୁନା, ରୂପା କୁ ଆଡେ଼ଇ ଦଉ ନ ଥିଲେ ସ୍ନେହ, ପ୍ରେମ
ଚା' ଖଟିରେ ଭାଷଣ ମାରୁ
(କାହିଁକି ନା ଆମେ common men)
ଅସଲ ବେଳେ ଆସରା କରୁ
(କାହିଁକି ନା ଆମେ common men)
କେବେ ରାସ୍ତାରେ tyre ଜାଳି, ବଜାର ବନ୍ଦ ସଫଳ କରୁ
(କାହିଁକି ନା ଆମେ common men)
ଆମେ ଯେତିକି nervous ଭାଇ
ସେତିକି ବଳବାନ୍
ଆମେ ବୁଝୁନା କଉଟା ଲାଭ
କଉଟା ନୁକୁସାନ୍
Common men ମନରେ ଥାଏ ହଜାରେ ଭୟ
ସେଇ ମନରେ ନିଆଁ ଲାଗିଲେ ହୁଏ ସେ ଅଭୟ
(ଅଭୟ, ଅଭୟ)
(ଅଭୟ, ଅଭୟ)
(ଆମେ ଅଭୟ)
(ଆମେ ଅଭୟ)
(ଆମେ ଅଭୟ)
(ଆମେ ଅଭୟ)