Skip to content
Lyric
Dive
Public playlists
My playlists
Search
Sign in
Tate Sabu Bele Satara - Form "Hela Mate Prema Jara"
Satyajit feat. Tapu Mishra
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ତତେ ସବୁବେଳେ ସତର
ମତେ ସବୁବେଳେ ଅଠର
ତତେ ସବୁବେଳେ ସତର
ମତେ ସବୁବେଳେ ଅଠର
ତୋର ମୋର ମନ ମିଶିଲା
ପ୍ରେମ ଶିଉଳିରେ ପାଦ ଖସିଲା
ଦୁନିଆ କାହିଁକି ଲଗେଇ ଦଉଛି 144?
I don't care, I don't care
I don't care, I don't care
I don't care, I don't care
I don't care, I don't care
ତୁ ଯୋଉ ବଗିଚାର ଫୁଲର ମହୁ
ମୁଁ ସେଇ ବଗିଚାର ମହୁମାଛି
ମୋ ପାଇଁ ଦୁନିଆକୁ ତୁ ଆସିଛୁ
ତୋ ପାଇଁ ମୋ ହୃଦୟ ଖୋଲାଅଛି
ତୁ ଯୋଉ ଆକାଶର ଉଡା ଚଢେଇ
ମୁଁ ସେଇ ଆକାଶର ଜହ୍ନ ରାତି
ତୁ ଯୋଉ ଠିକଣାର ନୀଳ ଲଫାପା
ମୁଁ ସେଇ ଠିକଣାର ପ୍ରେମ ଚିଠି
ତୋର ମୋର ଆଖି ମିଶିଲା
ଜଣଙ୍କ ଭିତରେ ଜଣେ ପଶିଲା
ଦୁନିଆ କାହିଁକି ସବୁବେଳେ ଆସି ବାଡଉଛି ଆମ door?
I don't care, I don't care
I don't care, I don't care
I don't care, I don't care
I don't care, I don't care
(Come to me baby in sexy-sexy night)
(And make me so crazy)
('Cause love is blind)
(I know you hug me baby, full life with joy)
(दुनियाँ वाले जो भी सोचे, I don't care)
ମୁଁ ଯେବେ ଭାବନାରେ ଭାବେ ତୋ କଥା
ତୁ ଆସି ମୋର ଧରୁ ହାତ
ମୁଁ ଯେବେ ଏକୁଟିଆ ଚାଲେ ବାଟରେ
ତୁ ଆସି ଗାଉ ମୋ କାନେ ଗୀତ
ମୁଁ ଯେତେ ଦେଖୁଥିଲେ ଲାଗୁ ତୁ ନୂଆ
ମୁଁ ନ ଦେଖିଲେ ତତେ ଲାଗେ ନିଆଁ
ମୁଁ ପଡ଼ିଗଲି ଯେବେ ପ୍ରେମରେ ତୋର
ଏ ଛାତିରେ ଲେଖିଲି ତୋ ନାଁ
ଆରେ, ତୋର ମୋର ବାଟ ମିଶିଲା
ବାଟ ସାରା ଯଦି ପ୍ରେମ ବାସିଲା
ଦୁନିଆ କାହିଁକି ଆମ love-story କରୁଛି daily share?
I don't care, I don't care
I don't care, I don't care
I don't care, I don't care
I don't care, I don't care
I don't care, I don't care
I don't care, I don't care
I don't care, I don't care
I don't care, I don't care