Skip to content
Lyric
Dive
Public playlists
My playlists
Search
Sign in
Kahile Tu Khali Thare
Kuldeep Pattnaik
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
କହିଲେ ତୁ ଖାଲି ଥରେ, ଜୀବନ ବି ଦେଇପାରେ
ହସି ହସି ତୋରି ପାଇଁ
କହିଲେ ତୁ ଖାଲି ଥରେ, ଜୀବନ ବି ଦେଇପାରେ
ହସି ହସି ତୋରି ପାଇଁ
ତୋ ବିନା କିଛି ବି ଚାହୁଁନି ମୁଁ ଅଧିକା
ଜିଇଁବାକୁ ତୋ ସାଥେ ପାଇଗଲି ମଉକା
ହେଇ ତୋର परछाई
କହିଲେ ତୁ ଖାଲି ଥରେ, ଜୀବନ ବି ଦେଇପାରେ
ହସି ହସି ତୋରି ପାଇଁ
କହିଲେ ତୁ ଖାଲି ଥରେ, ଜୀବନ ବି ଦେଇପାରେ
ହସି ହସି ତୋରି ପାଇଁ
ନିସର୍ତ୍ତରେ ଥରେ ମନ ଦେଲାପରେ
ଲାଗୁଛୁ ଭାରି ନିଜର
ସ୍ଥିର ପରି ନେଲେ ଚାଲିବି ତୋ ସାଥେ
ବାଟ ହଉ ଯେତେବି ଦୂର
ରହିଛୁ ତୁ ଏଇ ମୋ ହୃଦୟରେ ଏମିତି
ଶାମୁକାରେ ମୋତିଟେ ସାରା ଦିନ ଯେମିତି
ଯାତନାରେ ଥାଏ ରହି
କହିଲେ ତୁ ଖାଲି ଥରେ, ଜୀବନ ବି ଦେଇପାରେ
ହସି ହସି ତୋରି ପାଇଁ
କହିଲେ ତୁ ଖାଲି ଥରେ, ଜୀବନ ବି ଦେଇପାରେ
ହସି ହସି ତୋରି ପାଇଁ
ଲାଜେ ଜୁଡ଼ୁବୁଡ଼ୁ ମୁଁ ହେଇଗଲିଣି
ଛୁଇଁଲୁ ମୋତେ ତୁ ବୋଲି
ଛଡ଼େଇଲେ ଯେତେବି ଜମା ଛାଡ଼ୁନି
ଏ କି ରଙ୍ଗ ଦେଲୁ ତୁ ବୋଳି?
ଗଢ଼ିଦେବା ଆମେ ନୂଆ ଗୋଟେ ପୃଥିବୀ
ହସିଖେଳି ଜିଇଁବା ଗାଈ ପ୍ରେମ ପରବୀ
ଦୁନିଆଠୁ ଦୂର ହେଇ
କହିଲେ ତୁ ଖାଲି ଥରେ, ଜୀବନ ବି ଦେଇପାରେ
ହସି ହସି ତୋରି ପାଇଁ
କହିଲେ ତୁ ଖାଲି ଥରେ, ଜୀବନ ବି ଦେଇପାରେ
ହସି ହସି ତୋରି ପାଇଁ