Skip to content
Lyric
Dive
Public playlists
My playlists
Search
Sign in
Dhima Dhima Akhi - Haye To Prema
Humane Sagar, Dipti Rekha Padhi
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ଧିମା-ଧିମା ଆଖି
ମିଠା-ମିଠା ସ୍ୱପ୍ନ
କହେ କେତେ କଥା
ହୋ, କିବା ରାତିଦିନ
ଜିଉଁଛି ମରୁଛି ମୁଁ
ଦିନ-ରାତି ତୋ ଛୁଆଁରେ
ହାଏ ତୋ ପ୍ରେମ, ତୋ ପ୍ରେମ
ହାଏ ରେ ମୋତେ ମାରିଦେଲା ରେ
ହାଏ ତୋ ପ୍ରେମ, ତୋ ପ୍ରେମ
ହାଏ ରେ ମୋତେ ମାରି-ମାରି
ହାଏ ରେ ମୋତେ ମାରି-ମାରି
ହାଏ ରେ ମୋତେ ମାରିଦେଲା ରେ
ଓଦା-ଓଦା ମନ
ମିଠା-ମିଠା ପ୍ରେମ
କହେ କେତେ କଥା
ହୋ, କିବା ରାତିଦିନ
ଜଳୁଛି ଲିଭୁଛି ମୁଁ
ଦିନ-ରାତି ତୋ ପ୍ରେମରେ
ହାଏ ତୋ ପ୍ରେମ, ତୋ ପ୍ରେମ
ହାଏ ରେ ମୋତେ ସାରିଦେଲା ରେ
ହାଏ ତୋ ପ୍ରେମ, ତୋ ପ୍ରେମ
ହାଏ ରେ ମୋତେ ସାରି-ସାରି
ହାଏ ରେ ମୋତେ ସାରି-ସାରି
ହାଏ ରେ ମୋତେ ସାରିଦେଲା ରେ
(You got a heart of me, despacito)
ସପନେ ଆସୁଛୁ, ସପନେ ହସୁଛୁ, ସପନେ ରୁଷୁଛୁ ତୁ
ହାଏ ରେ ମରିଯାଏ ମୁଁ
ମେଘର ଦୋଳିରେ, ଫୁଲର ଥାଳିରେ ଛୁଇଁଦେଇ ଯାଉ ତୁ
ହାଏ ରେ ମରିଯାଏ ମୁଁ
ଭିଜା-ଭିଜା ମନ
ମହୁଝରା ଦିନ
କହେ କେତେ କଥା
ହୋ, କିବା ରାତି ଦିନ
ଝରୁଛି, ଝୁରୁଛି ମୁଁ
ଦିନ-ରାତି ତୋ ପାଇଁ ରେ
ହାଏ ତୋ ମନ, ତୋ ମନ
ହାଏ ରେ ମୋତେ ଚିରି ଦେଲା ରେ
ହାଏ ତୋ ମନ, ତୋ ମନ
ହାଏ ରେ ମୋତେ ଚିରି-ଚିରି
ହାଏ ରେ ମୋତେ ଚିରି-ଚିରି
ହାଏ ରେ ମୋତେ ଚିରି ଦେଲା ରେ