Skip to content

Sun Zara

Humanne Sagar
Popularity · Low

YouTube

Searching YouTube...

Lyrics

ମୋ ଭିତରେ ମୁଁ ନାହିଁ ମୋ ଦେହରେ ତୋ ଛାଇ ମୋ ଭିତରେ ମୁଁ ନାହିଁ ମୋ ଦେହରେ ତୋ ଛାଇ ମୋ ବାଟରେ ତୋ ଚେହେରା सुन ज़रा, सुन ज़रा सुन ज़रा, सुन ज़रा ଦୁରେ ଥିଲେ ଦେଲେ ଧରା ଡ଼ାକି ନେଲା ତୋ ଚେହେରା ଦୁରେ ଥିଲେ ଦେଲେ ଧରା ଡ଼ାକି ନେଲା ତୋ ଚେହେରା ଜାଣିଲି ତୋ ପ୍ରେମ ନିଆରା सुन ज़रा, सुन ज़रा सुन ज़रा, सुन ज़रा ପାଖକୁ ଡାକିଲୁ ପାଖରେ ବସିଲୁ ଓ ସାଥି ପ୍ରେମରେ ଛୁଇଁଲୁ ପ୍ରେମରେ କହିଲୁ ଦିନ ରାତି ଜାଣିନି କେମିତି ନିଜର ଲାଗିଲୁ ଏମିତି ସ୍ୱପ୍ନରେ ସାମ୍ନାରେ ସବୁଠି ରହିଛୁ ତୁ ଯେମିତି ଆଜିକାଲି ଏଇ ଆଖି ମୋର ତୋତେ ଖାଲି ଖୋଜୁଛି ଖୋଜୁ ଖୋଜୁ କାଳେ ହଜିଯିବି ଭାରି ଡ଼ର ଲାଗୁଛି ତୋତେ ଖୋଜେ ଦିନ ସାରା सुन ज़रा, सुन ज़रा सुन ज़रा, सुन ज़रा When I need you all Feel me at my soul You're just an angel for me Thats rare you are I can feel the love I can feel you Its something never before, ହୋ ଅଜଣା ଅତୀତ ଜାଣିବାକୁ ମୋର ଇଚ୍ଛା ନାହିଁ ଏତିକି ଜାଣିଛି ଜିଇଁଛୁ ଖାଲି ତୁ ମୋ ପାଇଁ ଏଇ ମୋ ଜୀବନେ ତୁ ତ ନଥିଲେ ମୁଁ ନାହିଁ ତୋ ବିନା ଅନ୍ଧାର ଜୀବନରେ ମୋର କିଛି ନାହିଁ ହଁ, କହିଦିଅ ଥରେ ମୋ ପ୍ରେମକୁ ରଖିବ ସାଇତି ତୋ ପ୍ରେମ ଯେ ମୋ ପ୍ରେମ, ଭୁଲିବି କେମିତି? ମିଳିଗଲା ମିଠା ସାହାରା सुन ज़रा, सुन ज़रा सुन ज़रा, सुन ज़रा