Skip to content
Lyric
Dive
Public playlists
My playlists
Search
Sign in
Faguna
Humane Sagar
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ଫଗୁଣରେ ଯେବେ ଦେଖାହେଲା
ଆଖି ସାଥେ ଆଖି ମିଶିଥିଲା
ଫଗୁଣରେ ଯେବେ ଦେଖାହେଲା
ଆଖି ସାଥେ ଆଖି ମିଶିଥିଲା
ମତେ ଦେଖି କାହିଁ ତୁ ହସିଥିଲୁ?
ମତେ ଦେଖି କାହିଁ ତୁ ହସିଥିଲୁ?
ବାହାନାରେ ମିଛ ରଙ୍ଗ ବୁଣି
ଇଶାରାରେ ମନ ନେଲୁ କିଣି
ଦାଗ ଲାଗିଲା ପ୍ରେମ ଯେବେ ହେଇଗଲା
ଫଗୁଣରେ ଯେବେ କଥା ହେଲା
ଓଠ କଥା ଓଠ ବୁଝିଥିଲା
ଫଗୁଣରେ ଯେବେ କଥା ହେଲା
ଓଠ କଥା ଓଠ ବୁଝିଥିଲା
ମୋତେ ଦେଖି କାହିଁ ତୁ ରହିଗଲୁ?
ମୋତେ ଦେଖି କାହିଁ ତୁ ରହିଗଲୁ?
ଲୁଚି ଲୁଚି ଯେବେ ଚାହୁଁଥିଲି
ଡ଼ରି ଡ଼ରି ତତେ ଖୋଜୁଥିଲି
ଦାଗ ଲାଗିଲା ପ୍ରେମ ଯେବେ ହେଇଗଲା
ଫଗୁଣରେ ଯେବେ ଦେଖାହେଲା
ଆଖି ସାଥେ ଆଖି ମିଶିଥିଲା
ମତେ ଦେଖି କାହିଁ ତୁ ହସିଥିଲୁ?
ତୁ ଖୋଜୁଥିଲୁ, ମୁଁ ଖୋଜୁଥିଲି ସାଥିଟିଏ ଯେବେ ମନେ ମନେ
କିଏ ଜାଣିଥିଲା ଭେଟହବ ଆମ ଖୋଜା-ଖୋଜି ଏ ଲଗନେ
ମୁଁ ଭାବୁଥିଲି, ତୁ ଭାବୁଥିଲୁ ଗୋଟେ କଥା ଯେବେ ରାତିଦିନେ
କିଏ ଭାବିଥିଲା ରଙ୍ଗ ଭରିଯିବ ଫିକା ଫିକା ଏ ଜୀବନେ
ଭିଡ଼ରେ ତୁ ଯେବେ ଡ଼ରିଗଲୁ
ଭାବିନେଲି ହାତ ଧରିନେଲୁ
ଦାଗ ଲାଗିଲା ପ୍ରେମ ଯେବେ ହେଇଗଲା
ଫଗୁଣରେ ଯେବେ ଦେଖାହେଲା
ଆଖି ସାଥେ ଆଖି ମିଶିଥିଲା
ମତେ ଦେଖି କାହିଁ ତୁ ହସିଥିଲୁ?
ମୁଁ ଚାଲୁଥିଲି, ତୁ ଝୁଣ୍ଟୁଥିଲୁ ବାଟ ଥିଲା ଏତେ ଅଙ୍କା-ବଙ୍କା
ତୋ ଠିକଣା ଆଜି ମୁଁ ପାଇଗଲି, ହେଇଗଲୁ ଆଜି ପ୍ରେମିକା
ତୁ ଡ଼ରୁଥିଲୁ, ମୁଁ ଡ଼ରୁଥିଲି କାଳେ କିଏ ସବୁ ଦେଖିଦେବ
ନୂଆ ନୂଆ ଆମ ଏଇ କାହାଣୀକୁ ଦୁନିଆ ଆଗରେ କହିଦେବ
ଯିଏ ଯାହା ପଛେ କହୁଥାଉ
ଡ଼ର ନାହିଁ ଜମା କିଛି ଆଉ
ଦାଗ ଲାଗିଲା ପ୍ରେମ ଯେବେ ହେଇଗଲା
ଫଗୁଣରେ ଯେବେ କଥା ହେଲା
ଓଠ କଥା ଓଠ ବୁଝିଥିଲା
ମୋତେ ଦେଖି କାହିଁ ତୁ ରହିଗଲୁ?
ଓ, ମୋତେ ଦେଖି କାହିଁ ତୁ ରହିଗଲୁ?