Skip to content
Lyric
Dive
Public playlists
My playlists
Search
Sign in
Prema Tora Badmas
Humane Sagar, Diptirekha Padhi
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ଏଇ ଏବେ ହେଲା ଦେଖା
କିଛି ଗୋଟେ ହେଲା ଲେଖା
ଟିକେ ସ୍ବାର୍ଥ ଟିକେ ସର୍ତ୍ତରେ
ଏଇ ସର୍ତ୍ତରେ, ତୋ ସାଥିରେ
ରହିବାକୁ ଇଛା ଭାରି
ପ୍ରେମ ତୋର ବଦମାସ୍, ଭାରି ବଜାରୀ
ହୋ, ପ୍ରେମ ତୋର ବଦମାସ୍, ଭାରି ବଜାରୀ
ହସ ତୋର, ଛାତି ମୋର
ଚିମୁଟି ଦେଲା
ମନ ମୋର ଖଟା, ମିଠା
ହେଲା ଚଗଲା
ସ୍ବପ୍ନ ତୋର, ନିଦ ମୋର
ଚୋରେଇ ନେଲା
ସାରା ରାତି ପ୍ରଜାପତି
ମତେ ଛୁଇଁଲା
ତୋ ସ୍ଵପ୍ନରେ, ତୋ ସାମ୍ନାରେ
ରହିବାକୁ ଇଛା ଭାରି
ପ୍ରେମ ତୋର ବଦମାସ୍, ଭାରି ବଜାରୀ
ହୋ, ପ୍ରେମ ତୋର ବଦମାସ୍, ଭାରି (ଇସ୍)
(ଧୁମ୍-ଚିକି-ଚାକ୍)
(ଧୁମ୍-ଚିକି-ଚାକ୍)
(ଧୁମ୍-ଚିକି-ଚାକ୍)
(ଧୁମ୍-ଚିକି-ଚାକ୍)
ଆଖି ତୋର ନିଶା-ନିଶା
ଭାରି ନିଆରା
ଡ଼ାକିଦେଲା ବହୁଦୂର
ବାଟ ଅଫେରା
ଓଠ ତୋର ମିଠା-ମିଠା
ମହୁ ପିଆଲା
ପିଇ ନାହିଁ, ଛୁଇଁ ନାହିଁ
ନିସା ଘାରିଲା
ଏଇ ଆଖିରେ, ଯାଆ ଲାଖିରେ
ନିଦ କରିନେ ଚୋରି
ପ୍ରେମ ତୋର ବଦମାସ୍, ଭାରି ବଜାରୀ
ହୋ, ପ୍ରେମ ତୋର ବଦମାସ୍, ଭାରି ବଜାରୀ
ହୋ, ପ୍ରେମ ତୋର ବଦମାସ୍, ଭାରି ବଜାରୀ
ହୋ, ପ୍ରେମ ତୋର ବଦମାସ୍, ଭାରି (ଇସ୍)