Skip to content
Lyric
Dive
Public playlists
My playlists
Search
Sign in
Tu Chahinle (Female Version)
Aseema Panda
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ସାଥୀ କରିବାକୁ ତତେ ମୁଁ ଦେଖେ ସପନ
କେମିତି କହିବି ତତେ ଆରେ ମୋ ଧନ
ସାଥୀ କରିବାକୁ ତତେ ମୁଁ ଦେଖେ ସପନ
କେମିତି କହିବି ତତେ ଆରେ ମୋ ଧନ
ତତେ ରେ ଦେଇଛି ଏଇ ମୋ ମନ
ଜାଣେନା ବୁଝିବୁ କି ନାହିଁ ମୋ ପ୍ରେମ
ତତେ ଦେଖିଲେ ଲାଗୁଛି କାହିଁରେ
ଆସିଛୁ ତୁ ଖାଲି ମୋ ପାଇଁରେ
ମୋ ଭିତରେ ଖେଳେ ଶିହରଣ
ତୁ ଚାହିଁଲେ ସତ ହବ ମିଛ ସପନ
ତୁ ଚାହିଁଲେ ରାସ୍ତା ମୋର ହବ ପୂରଣ
ସାଥୀ କରିବାକୁ ତତେ ମୁଁ ଦେଖେ ସପନ
କେମିତି କହିବି ତତେ ଆରେ ମୋ ଧନ
ତତେ ମୁଁ ଏତେ ଭଲ ପାଏରେ କାହିଁ
ତୋ ଠାରୁ ନିଜର ମୋର କେହି ନାହିଁ
ଯୁଆଡ଼େ ଚାହିଁଲେ ସବୁଠିରେ ତୁହି
ଲାଗୁଛି ପାଗେଳି କାଳେ ଯିବି ହୋଇ
କଥା ତୋର ନ ଭାବିଲେ ବୁଝେନା ମନ
ସାଥୀ କରିବାକୁ ତତେ ମୁଁ ଦେଖେ ସପନ
କେମିତି କହିବି ତତେ ଆରେ ମୋ ଧନ
ତୁ ଚାହିଁଲେ ସତ ହବ ମିଛ ସପନ
ତୁ ଚାହିଁଲେ ରାସ୍ତା ମୋର ହବ ପୂରଣ
କହ କେବେ ଦବୁ ଟୋପାଏ ସିନ୍ଦୂର
ଚାହିଁ ମୁଁ ରହିଛି ବାଟକୁ ତୋହର
ହଁ ଅଛିରେ ଭରସା ଉପରେ ତୋହର
ବୁଝିବୁ ତୁ ଦିନେ ଏ ପ୍ରେମକୁ ମୋର
ମୁଁ ଦେହ ହେଲେ ପରା ତୁ ମୋ ଜୀବନ
ସାଥୀ କରିବାକୁ ତତେ ମୁଁ ଦେଖେ ସପନ
କେମିତି କହିବି ତତେ ଆରେ ମୋ ଧନ
ତୁ ଚାହିଁଲେ ସତ ହବ ମିଛ ସପନ
ତୁ ଚାହିଁଲେ ରାସ୍ତା ମୋର ହବ ପୂରଣ