Skip to content
Lyric
Dive
Public playlists
My playlists
Search
Sign in
Magibi Khali Tate
Swayam Padhi, Sohini Mishra, Abhijit Majumdar
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ତୋ ପାଖରେ ହୀରା ନିଳା ଲାଗେ ନାହିଁ ବେଶି ମୂଲ
ତୋ ଆଗରେ ଫିକା ଲାଗେ ଆଜି ଏଇ ତାଜମହଲ
ମସିହା, ମସିହା କେବେ ଯଦି ଉପହାର ଦେବ ମତେ
ମାଗିବି ତତେ, ଖାଲି ତତେ, ଖାଲି ତତେ, ତତେ
ମାଗିବି ତତେ, ଖାଲି ତତେ, ଖାଲି ତତେ, ତତେ
ମାଗିବି ତତେ, ଖାଲି ତତେ, ଖାଲି ତତେ, ତତେ
ମାଗିବି ତତେ, ଖାଲି ତତେ, ଖାଲି ତତେ, ତତେ
ଯଉ ସ୍ବପ୍ନ ଥିଲା ଦିନେ ମୋଠୁ ଦୂରୁ ଚିହ୍ନା
ଖୋଲୁ ଖୋଲୁ ଆଖି ହେଲା ଖୁସି आशियाना
ଓ, ପାଦେ ପାଦେ ମୋର ଚାଲେ ଯଉ परछाई
ଧୀରେ ଧୀରେ ଆଜି ଜାଣୁଛି ମୁଁ ତୁ ସେଇ
ଏ ସମୟ ତୋ ପାଖରେ ଚାଲୁ ଚାଲୁ ଯାଏ ରହି
ତୁନି ତୁନି କାନେ ମୋର ପ୍ରେମ ଗପ ଦିଏ କହି
ମସିହା, ମସିହା କେବେ ଯଦି ଅନୁମତି ଦବ ମତେ
ମାଗିବି ତତେ, ଖାଲି ତତେ, ଖାଲି ତତେ, ତତେ
ମାଗିବି ତତେ, ଖାଲି ତତେ, ଖାଲି ତତେ, ତତେ
ମାଗିବି ତତେ, ଖାଲି ତତେ, ଖାଲି ତତେ, ତତେ
ମାଗିବି ତତେ, ଖାଲି ତତେ, ଖାଲି ତତେ, ତତେ
ଦିୱାନା ମୋ ମନ, ତୁ ରଖିନେ ପାଖରେ
ପାଗଳ ଭଅଁର କାଳେ ଉଡିଯିବ ଦୂରେ
ହୁଁ, କଉ ଝିଅ ଆଗେ କହେ ନାହିଁ ଓଠ ଖୋଲି
ଗୋଟେ ଇଶାରା ଦେ, ତୋ ସାଥେ ଯିବି ଚାଲି
ତତେ ମତେ ଦେଖିଦେଲେ ଲାଗିଯିବ କା' ନଜର
ଦୁକୁଦୁକି ହୃଦୟକୁ ଲାଗେ କାଇଁ ଏତେ ଡର?
ମସିହା, ମସିହା କେବେ ଶେଷ ଇଚ୍ଛା ପଚାରିଲେ ମତେ
ମାଗିବି ତତେ, ଖାଲି ତତେ, ଖାଲି ତତେ, ତତେ
ମାଗିବି ତତେ, ଖାଲି ତତେ, ଖାଲି ତତେ, ତତେ
ମାଗିବି ତତେ, ଖାଲି ତତେ, ଖାଲି ତତେ, ତତେ
ମାଗିବି ତତେ, ଖାଲି ତତେ, ଖାଲି ତତେ, ତତେ