Skip to content
Lyric
Dive
Public playlists
My playlists
Search
Sign in
Hailo Mora Nakhra
Abhijit Majumdar
Popularity · Low
+
Javanese · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ଆରେ, ହାଏଲୋ ମୋର नखरा-बाली
ଲାଗୁଚୁ ନୁଆଁ daily କୁ daily
ଏ, ହାଏଲୋ ମୋର नखरा-बाली
ଲାଗୁଚୁ ନୁଆଁ daily କୁ daily
କେବେ ଗୋଟେ Kiss ଦେବୁ ତରସି ଗଲିଣି
Darling ତରସି ଗଲିଣି
Oh Baby, ତରସି ଗଲିଣି
ଜାଗା ଦେଖି ଦେଇଦେ ମଣି
ହଁ, ଜାଗା ଦେଖି ଦେଇଦେ ମଣି
ହାଏ ହାଏରେ Love ଗୁରୁ
ନୂଆ ବୋତଲ, ପୁରୁଣା दारू
ମୋତେ ଦେଖି ଦିଲଟା ତୋର line ଦେଲାଣି
ଏ Hero line ଦେଲାଣି
ଏ छोरा line ଦେଲାଣି
ଜାଗା ଦେଖି ଦେଇଦେ ମଣି
ଏ, ଜାଗା ଦେଖି ଦେଇଦେ ମଣି
ଜାଗା ଦେଖି, ଜାଗା ଦେଖି
ଜାଗା ଦେଖି, ଜାଗା ଦେଖି
ଆରେ ଲାଗୁଛୁ ଝିଅ ଚୋଖା
କରିଦେ ପ୍ରେମ ପକ୍କା
ବାଳିକା, ବାଳିକା, ବାଳିକା
ନହେଲେ ମୁଁ ପସିଯିବି ଭାଙ୍ଗି ତୋର ଝରକା
ଆରେ ମାରନା ଆଉ ଟେକା
ମନକୁ ତୋର ଟିକେ
ଅଟକା, ଅଟକା, ଅଟକା
ନହେଲେ ତୁ ଶୁଖିଲାରେ ଖାଇଯିବୁ ଝଟକା
ଏ, ହାଏଲୋ ମୋର ଫୁଲକି-ଗାଲି
ଚେହେରା ତୋର କେଡ଼େ ନାଲି
ମନ ତୋର ଖିଲି-ପାନ, କିମାମ ଚଟଣି
Darling କିମାମ ଚଟଣି
Oh Baby, କିମାମ ଚଟଣି
ଜାଗା ଦେଖି ଦେଇଦେ ମଣି
ଏ, ଜାଗା ଦେଖି ଦେଇଦେ ମଣି
ଆରେ ମୋ ଦେଶୀ ଗଞ୍ଜା
ପ୍ରେମ ତୋ ପୁରା ତାଜା
ଦେଇଯା, ଦେଇଯା, ଦେଇଯା
କେତେ ଦିନ single ଥିବୁ?
Double ତୁ ହେଇଯା
ହଁ, ଚଗଲି ଚକା ଜହ୍ନ, ହୁଅନି ଛନଛନ
ରହିଯା, ରହିଯା, ରହିଯା
କିଣିଦେବି ନାକବୁଣା
ମୋର ଖାଲି ହେଇଯା
ହାଏରେ ମୋର ନୂଆ खिलाड़ी
ଭାବୁଥିଲି ତୁ ପୁରା अनाड़ी
ପ୍ରେମ ତୋର hot-Pizza, ବାସ୍ନା ହେଲାଣି
ଏ Hero ବାସ୍ନା ହେଲାଣି
ବିଦ୍ୟାରାଣ ବାସ୍ନା ହେଲାଣି
ଜାଗା ଦେଖି ଦେଇଦେ ମଣି
ଏ, ଜାଗା ଦେଖି ଦେଇଦେ ମଣି
ଆରେ, ଜାଗା ଦେଖି ଦେଇଦେ ମଣି
ହଁ-ହଁ, ଜାଗା ଦେଖି ଦେଇଦେ ମଣି