Skip to content
Lyric
Dive
Public playlists
My playlists
Search
Sign in
Rimjhim Pani
Iswar Deep
Popularity · Low
+
Magahi · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ହେ, ମତେ प्यार ହେଇ ଗଲା ରେ
एक अजनबी हसीना ସାଙ୍ଗେ ରେ
कैसे भूलूँ वो दिन?
कैसे भूलूँ वो मुलाकातें?
ହେ, ଗୁଟେ ଟୁକେଲ ଟେ ତ ଆସୁଥିଲା
ତାର୍ ଦିହିଁ ସାରା ଭିଜୁଥିଲା
ହେ, ଗୁଟେ ଟୁକେଲ ଟେ ତ ଆସୁଥିଲା
ତାର ଦିହିଁ ସାରା ଭିଜୁଥିଲା
ମୋର୍ ନେ ଗୁଟେ ଛତା, ମତେ ମାଗଲା ଛତା
ମୋର୍ ନେ ଗୁଟେ ଛତା, ମତେ ମାଗଲା ଛତା
(ଫୀର୍ କାଣା ହେଲା?)
ରିମ୍-ଝିମ୍ ପାନି ବରଷୁଥିଲା ରେ
ରିମ୍-ଝିମ୍ ପାନି ବରଷୁଥିଲା
ରିମ୍-ଝିମ୍ ପାନି ବରଷୁଥିଲା ରେ
ରିମ୍-ଝିମ୍ ପାନି ବରଷୁଥିଲା
ହାତେ ମୋର୍ ହାତ୍ ଦେଇ ଦେଲା
ଆଖି ମୋର୍ ଆଖି ମିଶେଇ ଦେଲା
ହାୱା ଆଏଲା ବେଲେ, ଚଡ଼କ୍ ମାରଲା ବେଲେ
ମୋର ଛାତିରେ ତ ଲଟକି ଗଲା
(ଫୀର୍ କାଣା ହେଲା?)
ରିମ୍-ଝିମ୍ ପାନି ବରଷୁଥିଲା ରେ
ରିମ୍-ଝିମ୍ ପାନି ବରଷୁଥିଲା
ରିମ୍-ଝିମ୍ ପାନି ବରଷୁଥିଲା ରେ
ରିମ୍-ଝିମ୍ ପାନି ବରଷୁଥିଲା
ଏନ୍ତା ସୁନ୍ଦରି ଟୁକେଲ ଗୁଟେ ମୁଇଁ ଜୀବନେ
କେଭେ ବି ଦେଖି ନାଇଁ ଥିଲି
ଯେନ୍ତା ଇଶାରା କରି ମତେ କହେଲା ହାଏ ରେ
Serious ଦିୱାନା ମୁଇଁ ହେଲି
ଏ ଆଖି, ତାର୍ ତ शराबी ଆଖିକେ ଦେଖି
ଶାୟର आशिक़ ହେଇ ଗଲି
ସେ ଦିନ୍, ସେ मुलाकात କେ ମୁଇଁ
କେଭେ ବି ଭୁଲି ନାଏଁ ପାରଲି
ମୋର୍ ନେ ଗୁଟେ ଛତା, ମତେ ମାଗଲା ଛତା
ମୋର୍ ନେ ଗୁଟେ ଛତା, ମତେ ମାଗଲା ଛତା
ରିମ୍-ଝିମ୍ ପାନି ବରଷୁଥିଲା ରେ
ରିମ୍-ଝିମ୍ ପାନି ବରଷୁଥିଲା
ରିମ୍-ଝିମ୍ ପାନି ବରଷୁଥିଲା ରେ
ରିମ୍-ଝିମ୍ ପାନି ବରଷୁଥିଲା
ଏ ବର୍ଷା, ଯେତେବେଲେ ଛାଡ଼ି ଗଲା ସେ हसीना
ମୋତେ ତାର୍ phone-number ଦେଲା
Tata, bye-bye ମୁଇଁ କରି ଦେଲି ସେ ମତେ
ଉଲଟି ଉଲଟି ଦେଖୁଥିଲା
ଓହୋ-ହୋହୋ
खाना-पीना, जीना ହରାମ୍ ହେଲାନ
ତାର ତ ଚେହେରାକେ ଭାଲି-ଭାଲି
କେଭେ, ଆସି କରି ମତେ କହେବା I love you?
ଦିୱାନା ରହିଛେଁ ମୁଇଁ ଟାକି
ମୋର୍ ନେ ଗୁଟେ ଛତା, ମତେ ମାଗଲା ଛତା
ମୋର୍ ନେ ଗୁଟେ ଛତା, ମତେ ମାଗଲା ଛତା
(ଫୀର୍ କେନ୍ତା ହେଲା?)
ରିମ୍-ଝିମ୍ ପାନି ବରଷୁଥିଲା ରେ
ରିମ୍-ଝିମ୍ ପାନି ବରଷୁଥିଲା
ରିମ୍-ଝିମ୍ ପାନି ବରଷୁଥିଲା ରେ
ରିମ୍-ଝିମ୍ ପାନି ବରଷୁଥିଲା
ଲାଜେ-ଲାଜେ ହେଉଥିଲା
ଦିଲଥି ମୋର ବସିଥିଲା
ମତେ ଛାଡ଼ବାର୍ କେ, ଦୁରିଆ ଯିବାର୍ କେ
ସେ ମନ୍ ନାଇଁ କରୁଥିଲା
(ଫୀର୍ କାଣା ହେଲା?)
ରିମ୍-ଝିମ୍ ପାନି ବରଷୁଥିଲା ରେ
ରିମ୍-ଝିମ୍ ପାନି ବରଷୁଥିଲା
ଟିପ୍-ଟିପ୍ ପାନି ବରଷୁଥିଲା ରେ
ଟିପ୍-ଟିପ୍ ପାନି ବରଷୁଥିଲା
ଝିମ୍-ଝିମ୍ ପାନି ବରଷୁଥିଲା ରେ
ଝିମ୍-ଝିମ୍ ପାନି ବରଷୁଥିଲା
ରିମ୍-ଝିମ୍ ପାନି ବରଷୁଥିଲା ରେ
ରିମ୍-ଝିମ୍ ପାନି ବରଷୁଥିଲା