Skip to content
Lyric
Dive
Public playlists
My playlists
Search
Sign in
Chanda Na Tame Tara
Tapu Mishra
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ଚାନ୍ଦ ନା ତୁମେ ତାରା?
ଚାନ୍ଦ ନା ତୁମେ ତାରା?
ଚାନ୍ଦ ନା ତୁମେ ତାରା?
ଚାନ୍ଦ ନା ତୁମେ ତାରା?
ଆଜି କାଇଁ ପୃଥିବୀଟା ଲାଗୁଛି ନିଆରା?
ଆଖିରେ ନାଚୁଛି ଖାଲି ଗୋଟିଏ ଚେହେରା
ଆଜି କାଇଁ ପୃଥିବୀଟା ଲାଗୁଛି ନିଆରା?
ଆଖିରେ ନାଚୁଛି ଖାଲି ଗୋଟିଏ ଚେହେରା
ସେଇ ଚେହେରାଟି କେବେତ ଗୋଲାପି
ସେଇ ଚେହେରାଟି କେବେତ ଗୋଲାପି
କେବେତ ଗହମ ଗୋରା
ଚାନ୍ଦ ନା ତମେ ତାରା?
ଚାନ୍ଦ ନା ତମେ ତାରା?
ଚାନ୍ଦ ନା ତମେ ତାରା?
ଚାନ୍ଦ ନା ତମେ ତାରା?
ହେ-ହେ, ଲା-ଲା
ପବନଟା ଯାଉ ଯାଉ ଅଟକି ଯାଉଚି
ତମ ନାଁ, ତମ ଗାଁ ମୋତେ ପଚାରୁଚି
ଫଗୁଣର ଫୁଲ ଦେଖ କେମିତି ଜଳୁଛି
ତମ ସାଥେ ମୋ ଜୀବନ ଯେବେଠୁ ଯୋଡ଼ିଛି
ଆଜି କାଇଁ ଜୀବନଟା ଲାଗୁଛି ନିଆରା?
ଚୋରି-ଚୋରି କେହି ଜଣେ ଦଉଚି ଇସାରା
ସେଇ ଇସାରାରେ ଭଲ ପାଇ ଥରେ
ସେଇ ଇସାରାରେ ଭଲ ପାଇ ଥରେ
ହୃଦୟ ପଡିଛି ଧରା
ଚାନ୍ଦ ନା ତମେ ତାରା?
ଚାନ୍ଦ ନା ତମେ ତାରା?
ଚାନ୍ଦ ନା ତମେ ତାରା?
ଚାନ୍ଦ ନା ତମେ ତାରା?
ଆଜିକାଲି ସଞ୍ଜ ଲାଗେ ସକାଳ ସକାଳ
ପ୍ରେମ କରି କେହି ଜଣେ ହେଇଛି ପାଗଳ
ନିଦ ଆଉ ସପନର କଲା କେ ବଦଳ
ଏ ଆଖିରେ ସେ ସପନ ଲଗାଏ ଗହଳ
ଆଜି କାଇଁ ସପନଟା ଲାଗୁଛି ନିଆରା?
ମନର ଭାବନା ଯେତେ ଅସରା ଅସରା
ସେଇ ଭାବନାକୁ କହିବି କାହାକୁ?
ସେଇ ଭାବନାକୁ କହିବି କାହାକୁ?
ଲେଖିଛି ଆକାଶ ସାରା
ଚାନ୍ଦ ନା ତମେ ତାରା?
ଚାନ୍ଦ ନା ତମେ ତାରା?
ଚାନ୍ଦ ନା ତମେ ତାରା?
ଚାନ୍ଦ ନା ତମେ ତାରା?
ଲାଲା-ଲା-ଲାଲା-ଲାଲା
ଲାଲା-ଲା-ଲାଲା-ଲାଲା