Skip to content
Lyric
Dive
Public playlists
My playlists
Search
Sign in
Sweet Heart Title
Javed Ali, Tapu Mishra
Popularity · Low
+
🇭🇹 Haitian Creole · Original
0
0
YouTube
Searching YouTube...
Lyrics
Original
Translation
Bilingual
ତୋ କଥା କେବେ ମୋତେ ତୁ କହିନୁ ହେଲେ ମୁଁ ପାରିଛି ଶୁଣି
Love you, love you
ତୋଠାରୁ ବେଶି ମୋ କଥା ଭାବିଛୁ ସେଲାଗି ତୋପାଖେ ଋଣୀ
ଏ ଦୁନିଆଁ ଯଦି ତତେ ରୋକିବ ସପନେ ଆସିବୁ ସାଥି ମୋ
ଥକିଯାଇଥିଲେ ଆଖି ବୁଜିବୁ, ଖୁସିରେ ଶୋଇବୁ କୋଳେ ମୋର
Love you, love you
Love you oh my sweet heart
Love you, love you
Love you oh my sweet heart
Love you oh my sweet heart
ଜାଣିଛି କେତେ ସହିଛୁ ଏଇ ମୋ ରାଗ, ମୋ ଅଝଟ
ଭଲପାଉ ବୋଲି ଏମିତି କରିନାହୁଁ ତୁ କେବେ ଆକଟ
Love you, love you
ତୋ ଠାରୁ ଦୁରେ ରହିବା ଅଭିନୟଥିଲା ମିଛ ମୋର
ଭାବିନଥିଲି ମୁଁ ସ୍ୱପ୍ନରେ ଧରିଦେବ ଆଖି ତୋର
ମାଗିବିନି ବୋଲି ମୁଁ ଭାବିଥିଲି
ନମାଗି ପାଇଲି ମନ ତୋର
ଜାଣିଚୁ ଆଜି ତୋ ବିନା ମୋର ନାହିଁ ଏମିତି ଆପଣାର
Love you, love you
Love you oh my sweet heart
Love you, love you
Love you oh my sweet heart
Love you oh my sweet heart
ମୋ ବାଟ ଥିଲା ଅବାଟ, ଜିଇଁବାର ଆଶା ନଥିଲା
ତତେ ପାଇ ଆଜି କାହିଁକି ମରଣକୁ ଡର ଲାଗିଲା
Love you, love you
ତୋ ପାଇଁ ଗଲି ବଦଳି, ଗଲା ବଦଳି ମୋ ଦୁନିଆଁ
ଆସିଥିଲୁ ସାଜି କୁଣିଆ, କରିଦେଇ କାଇଁ କିମିଆଁ?
ଆଜି ଯଉକଥା ଗପପରି ଲାଗେ
ହବ ଇତିହାସ ସିଏ ଦିନେ
ଏ ଦୁଇ ମନର ଅକୁହା କାହାଣୀ ଲେଖାହବ ପୁଣି ସବୁ ମନେ
Love you, love you
Love you oh my sweet heart
Love you, love you
Love you oh my sweet heart
Love you oh my sweet heart