Skip to content
Lyric
Dive
Public playlists
My playlists
Search
Sign in
To Sathire Jebe Dekha Hue
Humane Sagar, Ananya Sritam Nanda
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ସାସା-ପାଗାପା
ଗାମାପାଗା-ସାସା-ପାଗାପା
ସାସା-ପାଗାପା
ଗାପାପାଗା-ପାପା-ଗାପା-ରେଗା
ହୋ-ହୋ-ହୋ
ହୋ-ହୋ-ହୋ
ତୋ ସାଥିରେ ଯେବେ ଦେଖାହୁଏ
ସବୁକଥା ମୁଁ ଯେ ଭୁଲିଯାଏ
ଆସେ ଯେବେ ଫେରି
ଆଉ ଥରେ ଭାରି
ଫେରି ଚାହିଁ ରହିବାକୁ ଇଛା ହୁଏ...
ତୋ ସାଥିରେ ଯେବେ କଥା ହୁଏ
ଧିରେ-ଧିରେ ସବୁ ଭୁଲିଯାଏ
କଥା ସରିଗଲେ
ଫେରିଗଲା ପରେ
ଲାଗେ କିଛି କଥା ବାକି ରହିଯାଏ...
ତୋ ସାଥିରେ ଯେବେ ଦେଖାହୁଏ
ଧିରେ-ଧିରେ ସବୁ ଭୁଲିଯାଏ
ହୁଁ-ହୁଁ-ହୁଁ
ହୁଁ-ହୁଁ-ହୁଁ
ଭାବୁଛି ମୁଁ ଯେତେଥର
ପକେଇବି ପଲକ
ଆଖି ତୋର ସେତେଥର
କରେ ମତେ କୁହୁକ
ଲାଗେ ଆଜି ତୋ ପାଖରେ ଜୀବନଟା ଆରମ୍ଭ
ତୋ ବିନା ଜିଇଁବା ଟା ଲାଗୁନାହିଁ ସମ୍ଭବ
ହୋ ତୋ ପାଖରେ, ଯେବେ ବସିଥାଏ
ଧିରେ-ଧିରେ ସବୁ ଭୁଲିଯାଏ
ବେଳ ସରିଗଲେ
ଯିବା ପାଇଁ ହେଲେ
ପୁଣି ବସି ରହିବାକୁ ଇଛା ହୁଏ...
ତୋ ସାଥିରେ ଯେବେ କଥା ହୁଏ
ଧିରେ-ଧିରେ ସବୁ ଭୁଲିଯାଏ, ହାଏ
(ସା-ସା-ସା-ରେଗା)
(ସା-ସା-ସା-ରେଗା)
ଆଜିକାଲି ଛିଟା-ଛିଟା
ଦେହ ସାରା ରଙ୍ଗୋଲି
କେମିତି ରଙ୍ଗ ତୋର
କରିଦେଲା ଚଗଲି
ଆଜିକାଲି ମିଠା-ମିଠା
ଲାଗେ ଏଇ ପୃଥିବୀ
ମାଟି ରୁ ଆକାଶ ଯାଏ
ସବୁଆଡ଼େ ତୋ ଛବି
ତୋ ଆଖିରେ ଯେବେ ଆଖି ଥାଏ
କେତେ ସ୍ଵପ୍ନ ଆସି ଲାଖିଯାଏ
ଆଖି ଖୋଲିଗଲେ
ନିଦ ଭାଙ୍ଗିଗଲେ
ପୁଣି ସ୍ଵପ୍ନ ଦେଖିବାକୁ ଇଛା ହୁଏ
ହୋ, ତୋ ସାଥିରେ ଯେବେ ଦେଖାହୁଏ
ଧିରେ-ଧିରେ ସବୁ ଭୁଲିଯାଏ, ହୋ