Skip to content
Lyric
Dive
Public playlists
My playlists
Search
Sign in
Tu Mate Kichhi Kahinu
Humane Sagar, Diptirekha Padhi
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ତୁ ମତେ କିଛି କହିନୁ
ମୁଁ ତତେ କିଛି କହିନି
ତୁ ମତେ ଭଲ ଲାଗିଲୁ
ମୁଁ ତତେ ଭଲ ଲାଗିଲି
ଏଇ ଭଲ ଲାଗିବାଟା ବୋଧେ
ମତେ ମାରି ସାରିଲାଣି ଅଧେ
ଛୁଇଁଦେ ତୁ, ନିଶ୍ବାସ ମୋ
ଆସିବ ଫେରି
ହାଏରେ ହାଏ ମୁଁ, ଗଲିଣି ମରି
ହାଏରେ ହାଏ ମୁଁ, ଗଲିଣି ମରି
ହାଏରେ ହାଏ ମୁଁ, ଗଲିଣି ମରି
ହାଏରେ ହାଏ ମୁଁ, ଗଲିଣି ମରି
କେମିତି ଏ ଆକର୍ଷଣ
ପାଣିରୁ ପବନ ଯାଏଁ
ସବୁବେଳେ ଖୋଜୁଥାଏ
ଖାସ୍ କିଛି ନାହିଁ କାରଣ
କେମିତି ଏ ଆକର୍ଷଣ
ମାଟିରୁ ମହକ ଯାଏଁ
ମନ ଖାଲି ତତେ ଚାହେଁ
ମାନୁ ନାହିଁ କିଛି ବାରଣ
ତୁ ମତେ ଟିକେ ଛୁଇଁଛୁ
ମୁଁ ତତେ ଟିକେ ଛୁଇଁଛି
ତୁ ମତେ ଟିକେ ଚାହିଁଲୁ
ମୁଁ ତତେ ଟିକେ ଚାହିଁଲି
ଏଇ ଟିକେ ଚାହିଁବାଟା ବୋଧେ
ମତେ ମାରି ସାରିଲାଣି ଅଧେ
ଛୁଇଁଦେ ତୁ ନିଶ୍ବାସ ମୋ
ଆସିବ ଫେରି
ହାଏରେ ହାଏ ମୁଁ, ଗଲିଣି ମରି
ହାଏରେ ହାଏ ମୁଁ, ଗଲିଣି ମରି
ହାଏରେ ହାଏ ମୁଁ, ଗଲିଣି ମରି
ହାଏରେ ହାଏ ମୁଁ, ଗଲିଣି ମରି
କେମିତି ଏ ସବୁ ସ୍ବପ୍ନ
ରାତିରୁ ସକାଳ ଯାଏଁ
ତୋ ସାଥିରେ ବୁଲୁଥାଏ
ଖୋଜିହୁଏ ପ୍ରେମ-ତୋରଣ
କେମିତି ଏ ମିଠା ମନ
ସଞ୍ଜରୁ ସକାଳ ଯାଏଁ
ମୋ ଛାତିରେ ଲୁଚିଥାଏ
ବୁଝେନାହି କିଛି କାରଣ
ତୁ ମତେ ମନ ଦେଇନୁ
ମୁଁ ତତେ ମନ ଦେଇନି
ତୁ ମତେ ଟିକେ ଭାବିଲୁ
ମୁଁ ତତେ ଟିକେ ଭାବିଲି
ଏଇ ଟିକେ ଭାବିବାଟା ବୋଧେ
ମତେ ମାରି ସାରିଲାଣି ଅଧେ
ଛୁଇଁଦେ ତୁ ନିଶ୍ବାସ ମୋ
ଆସିବ ଫେରି
ହାଏରେ ହାଏ ମୁଁ, ଗଲିଣି ମରି
ହାଏରେ ହାଏ ମୁଁ, ଗଲିଣି ମରି
ହାଏରେ ହାଏ ମୁଁ, ଗଲିଣି ମରି
ହାଏରେ ହାଏ ମୁଁ, ଗଲିଣି ମରି