Skip to content
Lyric
Dive
Public playlists
My playlists
Search
Sign in
Hai Hai to Malli Phula Gajara
Shakti Mishra
Popularity · Low
+
🇮🇳 Hindi · Original
0
0
YouTube
Searching YouTube...
Lyrics
Original
Translation
Bilingual
ହାଏ-ହାଏ ତୋ...
ହାଏ-ହାଏ ତୋ ମଲ୍ଲୀଫୁଲ ଗଜରା
ହେ ମତେ ଶୁଆଇ ଦେଇନି ରାତି ସାରା
ମତେ ଶୁଆଇ ଦେଇନି ରାତି ସାରା
ହାଏ-ହାଏ ତୋ ମଖମଲି ଚେହେରା
ହେ ମତେ ଶୁଆଇ ଦେଇନି ରାତି ସାରା
ମତେ ଶୁଆଇ ଦେଇନି ରାତି ସାରା
(ଆରେ, ଆରା-ରା-ରା-ରା)
(ମୁଁ ଭାବୁଥିଲି ତତେ ଅନାଡ଼ି ବୋଲି ତୁ ବୁଝିଗଲୁ ସବୁ ଇଶାରା)
ହାଏ-ହାଏ ତୋ ମଲ୍ଲୀଫୁଲ ଗଜରା
ହେ ମତେ ଶୁଆଇ ଦେଇନି ରାତି ସାରା
ମତେ ଶୁଆଇ ଦେଇନି ରାତି ସାରା
ଗଜ-ଗାମିନୀ, ମନ-ମୋହିନୀ ଫୁଲେଇ ଫୁଲଦାନୀ
ଭିଡ଼ରେ କାଲି ଦେହରେ ମୋର ବଜେଇଦେଲୁ କାନି
ଗଜ-ଗାମିନୀ, ମନ-ମୋହିନୀ ଫୁଲେଇ ଫୁଲଦାନୀ
ଭିଡ଼ରେ କାଲି ଦେହରେ ମୋର ବଜେଇଦେଲୁ କାନି
ଓଠରେ କିଛି କହିଲୁ ନାହିଁ, ଆଖିରେ ଦେଲୁ ହାଣି
ଚୁମ୍ବକ ପରି ହସରେ ତୋର ମନକୁ ନେଲୁ ଟାଣି
ହାଏ-ହାଏ ତୋ...
ହାଏ-ହାଏ ତୋ ଚୁଲୁବୁଲି ନଖରା
ହେ ମତେ ଶୁଆଇ ଦେଇନି ରାତି ସାରା
ମତେ ଶୁଆଇ ଦେଇନି ରାତି ସାରା
(ଆରେ, ଆରା-ରା-ରା-ରା)
(ମୁଁ ଭାବୁଥିଲି ତତେ ଅନାଡ଼ି ବୋଲି ତୁ ବୁଝିଗଲୁ ସବୁ ଇଶାରା)
ହାଏ-ହାଏ ତୋ ମଲ୍ଲୀଫୁଲ ଗଜରା
ହେ ମତେ ଶୁଆଇ ଦେଇନି ରାତି ସାରା
ମତେ ଶୁଆଇ ଦେଇନି ରାତି ସାରା
ମଉକା ଦେଖି ଖସେଇଦେଲୁ ଗଭାରୁ ଗୋଟେ ମଲ୍ଲୀ
ମଲ୍ଲୀକୁ ଦେଖି ବୁଝିଲି ତୋର ନାଆଟି ମଲ୍ଲୀ ବୋଲି
ମଉକା ଦେଖି ଖସେଇଦେଲୁ ଗଭାରୁ ଗୋଟେ ମଲ୍ଲୀ
ମଲ୍ଲୀକୁ ଦେଖି ବୁଝିଲି ତୋର ନାଆଟି ମଲ୍ଲୀ ବୋଲି
ପାଞ୍ଚ ଆଙ୍ଗୁଠି ହଲେଇ ଦେଲୁ ପଛକୁ ଟିକେ ବୁଲି
ଆଙ୍ଗୁଠି ଗଣି ବୁଝିଲି ତୋର ଘରଟି ପଞ୍ଚୁପଲ୍ଲୀ
ହାଏ-ହାଏ ତୋ... (ଯା ମ)
ହାଏ-ହାଏ ତୋ ରୂପ, ରଙ୍ଗ ପସରା
ହେ ମତେ ଶୁଆଇ ଦେଇନି ରାତି ସାରା
ମତେ ଶୁଆଇ ଦେଇନି ରାତି ସାରା
(ଆରେ, ଆରା-ରା-ରା-ରା)
(ମୁଁ ଭାବୁଥିଲି ତତେ ଅନାଡ଼ି ବୋଲି ତୁ ବୁଝିଗଲୁ ସବୁ ଇଶାରା)
ହାଏ-ହାଏ ତୋ ମଲ୍ଲୀଫୁଲ ଗଜରା
ହେ ମତେ ଶୁଆଇ ଦେଇନି ରାତି ସାରା
ମତେ ଶୁଆଇ ଦେଇନି ରାତି ସାରା
ହାଏ-ହାଏ ତୋ ମଖମଲି ଚେହରା
ହେ ମତେ ଶୁଆଇ ଦେଇନି ରାତି ସାରା
ମତେ ଶୁଆଇ ଦେଇନି ରାତି ସାରା
(ଆରେ, ଆରା-ରା-ରା-ରା)
(ମୁଁ ଭାବୁଥିଲି ତତେ ଅନାଡ଼ି ବୋଲି ତୁ ବୁଝିଗଲୁ ସବୁ ଇଶାରା)
ହାଏ-ହାଏ ତୋ ମଲ୍ଲୀଫୁଲ ଗଜରା
ହେ ମତେ ଶୁଆଇ ଦେଇନି ରାତି ସାରା
ମତେ ଶୁଆଇ ଦେଇନି ରାତି ସାରା
ଶୁଆଇ ଦେଇନି ରାତି ସାରା
ମତେ ଶୁଆଇ ଦେଇନି ରାତି ସାରା