Skip to content
Lyric
Dive
Public playlists
My playlists
Search
Sign in
Padare Pada Chanda
Aseema Panda
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ଚଗଲି ପରୀର ଲାଗିଚି ରେ ପର
ଉଡ଼ି-ଉଡ଼ି ଧରେ ଆଜି ମେଘର ବୁନ୍ଦା
ଚଗଲି ପରୀର ଲାଗିଚି ରେ ପର
ଉଡ଼ି-ଉଡ଼ି ଧରେ ଆଜି ମେଘର ବୁନ୍ଦା
ଏ କି ଋତୁ ଦେଇଗଲା ଚୁମା?
ଖୁସି ମୋର ଟପି ଯାଏ ସୀମା
କାହା ପାଇଁ ସାରା ରାତି ଭିଜି-ଭିଜି ହଉଚି ଓଦା? ଓଦା, ଓଦା, ଓଦା, ଓଦା
ପାଦରେ ପାଦ ଛନ୍ଦା, ପାଦେ ନୂପୁର ବନ୍ଧା
ପାଦରେ ପାଦ ଛନ୍ଦା, ପାଦେ ନୂପୁର ବନ୍ଧା
ଯୋଡ଼ି ମହୁରୀ ଆରେ ବଜା ମୁକୁନ୍ଦା
ବଜାରେ ବାଜାବାଲା
ଧାକଧା-ଧିନ୍ଦାକ୍-ତିନ୍ଦକ୍-ତିନ୍ଦା
ବଜାରେ ବାଜାବାଲା
ଧାକଧା-ଧିନ୍ଦାକ୍-ତିନ୍ଦକ୍-ତିନ୍ଦା
ବଜାରେ ବାଜାବାଲା
ଧାକଧା-ଧିନ୍ଦାକ୍-ତିନ୍ଦକ୍-ତିନ୍ଦା
ବଜାରେ ବାଜାବାଲା
ଧାକଧା-ଧିନ୍ଦାକ୍-ତିନ୍ଦକ୍-ତିନ୍ଦା
ମୁଁ ଗୋଟେ ପ୍ରଜାପତି, କାହିଁକି ଥରେ ଛାତି?
କେହି ତ ଧରିବାକୁ ଆସିନି ଏମିତି
ହଁ, ଲାଜେଇ ଲାଜବତୀ, ଖୋଜିନି କେବେ ସାଥି
ତଥାପି ତରଳୁଚି ମହମ ଯେମିତି
ଫଗୁ-ଫଗୁ ପବନର ରଙ୍ଗ
ମୋତେ ଛୁଇଁ ଲଗାଏ ସେ ଦାଗ
କିଏ ଆସି ସପନରେ ନିଦକୁ ମୋ ଭାଙ୍ଗୁଚି ଅଧା? ଅଧା, ଅଧା, ଅଧା, ଅଧା
ପାଦରେ ପାଦ ଛନ୍ଦା, ପାଦେ ନୂପୁର ବନ୍ଧା
ପାଦରେ ପାଦ ଛନ୍ଦା, ପାଦେ ନୂପୁର ବନ୍ଧା
ଯୋଡ଼ି ମହୁରୀ ଆରେ ବଜା ମୁକୁନ୍ଦା
ବଜାରେ ବାଜାବାଲା
ଧାକଧା-ଧିନ୍ଦାକ୍-ତିନ୍ଦକ୍-ତିନ୍ଦା
ବଜାରେ ବାଜାବାଲା
ଧାକଧା-ଧିନ୍ଦାକ୍-ତିନ୍ଦକ୍-ତିନ୍ଦା
ବଜାରେ ବାଜାବାଲା
ଧାକଧା-ଧିନ୍ଦାକ୍-ତିନ୍ଦକ୍-ତିନ୍ଦା
ବଜାରେ ବାଜାବାଲା
ଧାକଧା-ଧିନ୍ଦାକ୍-ତିନ୍ଦକ୍-ତିନ୍ଦା
ଷୋହଳ ଶିଉଳିରେ ଖସେ ମୁଁ ଧିରେ-ଧିରେ
ଉପରେ କହେ ନାହିଁ, ଛାହେଁ ମୁଁ ଭିତରେ
ହାଁ, ଆଖି ମୋ ଖୋଜା ଖୋଜା
ମନ ମୋ ମହୁ-ଭିଜା, ଏମିତି ବୟସ ଅବୁଝା-ଅବୁଝା
ଲାଗେ ଆଜି ବରଫରେ ନିଆଁ
ମନ ଚାହେଁ ମିଠା-ମିଠା ଛୁଆଁ
ଧିରେ-ଧିରେ ଠାଳେ ପାଦ ଖୋଜେ କାହା ପ୍ରେମର ଫନ୍ଦା? ଫନ୍ଦା, ଫନ୍ଦା, ଫନ୍ଦା, ଫନ୍ଦା
ପାଦରେ ପାଦ ଛନ୍ଦା (ପାଦରେ ପାଦ ଛନ୍ଦା)
ପାଦେ ନୂପୁର ବନ୍ଧା (ପାଦେ ନୂପୁର ବନ୍ଧା)
ପାଦରେ ପାଦ ଛନ୍ଦା, ପାଦେ ନୂପୁର ବନ୍ଧା
ଯୋଡ଼ି ମହୁରୀ ଆରେ ବଜା ମୁକୁନ୍ଦା
ବଜାରେ ବାଜାବାଲା
ଧାକଧା-ଧିନ୍ଦାକ୍-ତିନ୍ଦକ୍-ତିନ୍ଦା
ବଜାରେ ବାଜାବାଲା
ଧାକଧା-ଧିନ୍ଦାକ୍-ତିନ୍ଦକ୍-ତିନ୍ଦା
ବଜାରେ ବାଜାବାଲା
ଧାକଧା-ଧିନ୍ଦାକ୍-ତିନ୍ଦକ୍-ତିନ୍ଦା
ବଜାରେ ବାଜାବାଲା
ଧାକଧା-ଧିନ୍ଦାକ୍-ତିନ୍ଦକ୍-ତିନ୍ଦା