Skip to content
Lyric
Dive
Public playlists
My playlists
Search
Sign in
Rasia Raja
Humane Sagar
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ଭଲ୍ ପାଇମି ତତେ...
ଭଲ୍ ପାଇମି ତତେ ସାରା ଜୀବନ୍
ଦେଖ୍ ରସିଆ ଆଉ କାହାକେ ନାଇଁ ଦେବୁ ତୋର ମନ୍
ଭଲ୍ ପାଏସି କେତେ
ତୋର୍ ଇ साजन्
ତୋର୍ ପାଖେ ତ ଅଛି ସୁନା ଇ ମୋର୍ ଜୀବନ
ମତେ ଭଲ ପାଉଥିବୁ
ମୋର୍ ସାଙ୍ଗେ-ସାଙ୍ଗେ ଥିବୁ
ଦେଖ୍ ଏନ୍ତା କହି ମତେ
ହଁ, ଭୁଲି ନାଇଁ ଯିବୁ ମୋର୍ क़सम
ଦେଖ୍ ରସିଆ ଆଉ କାହାକେ ନାଇଁ ଦେବୁ ତୋର ମନ୍
ହୋ, ତୋର୍ ପାଖେ ତ ଅଛି ସୁନା ଇ ମୋର୍ ଜୀବନ୍
ତୋର୍ ପାଖେ ତ ଅଛି ସୁନା ଇ ମୋର୍ ଜୀବନ୍
ମନେ ଖେଲି ଯାଏ ହଲ୍-ଚଲ୍
ଭାବିଦେଲେ ଧନ ରେ ମୁଇଁ ତୋର୍ କଥା
ତୋର୍ ଲାଗି ହାଏରେ ସୁନା
ଲାଗୁଥିସି ସବୁବେଲେ ମତେ ଚିନ୍ତା
ହେଲେ ତୁ ଇ छुपा-रुस्तम्
ଜାନିଥା ରେ କାଟିଦେମି ସବୁ रिश्ता
ତୁଇ ପଗଲି ହେଲୁ ନା
ହଁ, ବାଉରୀ ହେଲୁ ନା
ତୋର୍ ଲେଖେ କିଏ ଅଛେ?
ତୁଇ ଥରେ କହିଦେ ନ, ଏ ମୋର୍ सनम
ହଁ, ଦେଖ୍ ରସିଆ ଆଉ କାହାକେ ନାଇଁ ଦେବୁ ତୋର ମନ୍
ହୋ, ତୋର୍ ପାଖେ ତ ଅଛି ସୁନା ଇ ମୋର୍ ଜୀବନ୍
ତୋର୍ ପାଖେ ତ ଅଛି ସୁନା ଇ ମୋର୍ ଜୀବନ୍
ମନ୍ ଆକାଶେ ମୋର୍ ତୁଇ
ଝିଲିମିଲି ରୂପା-ରଙ୍ଗୀ ସୁନ୍ଦୁରୀ ଜହ୍ନ
ହଁ, दिल ରାଇଜେ ମୋର୍ ଧନ
ରହି ଅଛୁ ରହିଥିବୁ ସବୁଦିନ
ହୋ, ତୋର୍ शिवा ମୁଇଁ ହାଏ ରେ
ନାଇଁ ହୁଏ ଆଉ କାହାର ସୁନା-ଧନ
ମୁଇଁ ରାଗି ଋଷି ଗଲେ
ତୁଇ ମତକେ ମନଉ ଥିବୁ
ଯଦି ଅଲଗା ଟୁକେଲ ସଙ୍ଗେ
ଧନ କଥା ତୁଇ ହେବୁ, ହେବ जलन
ତୋର୍ ପାଖେ ତ ଅଛି ସୁନା ଇ ମୋର୍ ଜୀବନ୍
ଦେଖ୍ ରସିଆ ଆଉ କାହାକେ ନାଇଁ ଦେବୁ ତୋର ମନ୍
ତୋର୍ ପାଖେ ତ ଅଛି ସୁନା ଇ ମୋର୍ ଜୀବନ୍