Skip to content
Lyric
Dive
Public playlists
My playlists
Search
Sign in
Prathama Dekhare
Swayam Padhi
Popularity · Low
+
Original
0
0
YouTube
Searching YouTube...
Lyrics
Original
Translation
Bilingual
ପ୍ରଥମ ଦେଖାରେ ତୋ ଶର୍ମିଲି ଓଠରେ
ପ୍ରଥମ ଦେଖାରେ ତୋ ଶର୍ମିଲି ଓଠରେ
ହସିଦେଲୁ ଯେବେ ତୁହି
ହଁ, ହସିଦେଲୁ ଯେବେ ତୁହି
ଲାଗିଲା ଏମିତି ଆକାଶରୁ ସତେ
ପରୀଟେ ଆସିଛି ଓହ୍ଲେଇ
ହଁ, ପରୀଟେ ଆସିଛି ଓହ୍ଲେଇ
ଚଞ୍ଚଳ ଏ ମନ କହୁଛି ଆଜି
ଚଞ୍ଚଳ ଏ ମନ କହୁଛି ଆଜି
ମୋ ଭାଗ୍ୟରେଖା ତୋ ହାତେ ଲେଖା ଅଛି
ପ୍ରଥମ ଦେଖାରେ ତୋ ଶର୍ମିଲି ଓଠରେ
ହସିଦେଲୁ ଯେବେ ତୁହି
ହଁ, ହସିଦେଲୁ ଯେବେ ତୁହି
ସୁନସାନ୍ ରାତିରେ ଝିଲମିଲ୍ ତାରା ମେଳେ
ଖୋଜୁଛି ତତେ ମୁଁ ସପନ ଭିତରେ
ସୁନସାନ୍ ରାତିରେ ଝିଲମିଲ୍ ତାରା ମେଳେ
ଖୋଜୁଛି ତତେ ମୁଁ ସପନ ଭିତରେ
ତୋ ଲାଜ ପାଖେ ଯିବି ମୁଁ ହାରି
ତୋ ଲାଜ ପାଖେ ଯିବି ମୁଁ ହାରି
ଦୁଇ ମନ ମିଶିଯିବ ଯୁଗଯୁଗ ପାଇଁ
ପ୍ରଥମ ଦେଖାରେ ତୋ ଶର୍ମିଲି ଓଠରେ
ହସିଦେଲୁ ଯେବେ ତୁହି
ହଁ, ହସିଦେଲୁ ଯେବେ ତୁହି
ପିନ୍ଧିଲୁ ଯେବେ ମୋ ନାଁରେ ଟିକିଲି
ମେଘ ଗରଜିଲା ହୃଦୟରେ ଆସି
ପିନ୍ଧିଲୁ ଯେବେ ମୋ ନାଁରେ ଟିକିଲି
ମେଘ ଗରଜିଲା ହୃଦୟରେ ଆସି
ତୋ ପ୍ରେମ ମତେ ଦେଇଛି ସାରି
ତୋ ପ୍ରେମ ମତେ ଦେଇଛି ସାରି
ପାଖେ ପାଖେ ରହୁଥିବି ହେଇ ତୋ ଛାଇ
ପ୍ରଥମ ଦେଖାରେ ତୋ ଶର୍ମିଲି ଓଠରେ
ହସିଦେଲୁ ଯେବେ ତୁହି
ହଁ, ହସିଦେଲୁ ଯେବେ ତୁହି
ହଁ, ହସିଦେଲୁ ଯେବେ ତୁହି