Skip to content
Lyric
Dive
Public playlists
My playlists
Search
Sign in
Batabana Aji Jouthi
Ananya Nanda, Humane Sagar
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ବାଟବଣା ଆଜି ଯଉଠି
ତୋ ମନ ଠିକଣା ସେଇଠି
ଲାଗୁଛି ଏ ବାଟ ଶେଷ ହବ ଏଇଠି
ତୁ ଯଉଠି, ହଁ ତୁ ଯଉଠି
ତୁ ଯଉଠି, ହୋ ତୁ ଯଉଠି
ହୁଁ, ଆନମନା ଆଖି ଯଉଠି
ତୋ ଆଖି ଆଇନା ସେଇଠି
ଲାଗୁଛି ଏ ଆଖି ଲାଖିଯିବ ସେଇଠି
ତୁ ଯଉଠି, ହଁ ତୁ ଯଉଠି
ତୁ ଯଉଠି, ହୋ ତୁ ଯଉଠି
ତୋ ପାଦ ଦୁଇଟି, ମୋ ମନ-ଦରଜା ଛୁଇଁଲା ପରେ
ଘର ସାରା ପ୍ରଜାପତି, ପ୍ରଜାପତି, ପ୍ରଜାପତି, ପ୍ରଜାପତି
ତୋ ଆଖିର ନିଦ, ମୋ ଆଖି ଦୁଆର ଡେଇଁଲା ପରେ
ସବୁରାତି ଜହ୍ନରାତି, ଜହ୍ନରାତି
ଚିହ୍ନା-ଚିହ୍ନା ଲାଗେ ଯଉଠି
ମନ ଚୋରି ହୁଏ ସେଇଠି
ଲାଗୁଛି ଏ ମନ ହଜିଯିବ ଏଇଠି
ତୁ ଯଉଠି, ହଁ ତୁ ଯଉଠି
ତୁ ଯଉଠି, ହୋ ତୁ ଯଉଠି
ନା-ନା-ନା
ଓ-ଓ-ଓ
ତୋ ଫୁଲ ଚେହେରା, ମୋ ଛାତିରେ ଛବି ଆଙ୍କିଲା ପରେ
ମହୁ ଝରେ ସବୁ ରାତି, ସବୁ ରାତି, ସବୁ ରାତି, ସବୁ ରାତି
ତୋ ଫୁଲ-ପାଖୁଡ଼ା, ମୋ ପାଦରେ ରଙ୍ଗ ମାଖିଲା ପରେ
ବାଟସାରା ହୀରା-ମୋତି, ହୀରା-ମୋତି
ଆନମନା ରାତି ଯଉଠି
ଚୁନା-ଚୁନା ସ୍ବପ୍ନ ସେଇଠି
ଲାଗୁଛି ଏ ସ୍ବପ୍ନ ମାରିଦେବ ଏଇଠି
ତୁ ଯଉଠି, ହଁ ତୁ ଯଉଠି
ତୁ ଯଉଠି, ଓ ତୁ ଯଉଠି
ତୁ ଯଉଠି, ହଁ ତୁ ଯଉଠି
ତୁ ଯଉଠି, ହୋ ତୁ ଯଉଠି