Skip to content
Lyric
Dive
Public playlists
My playlists
Search
Sign in
Zahara
Krishna Beura
Popularity · Low
+
🇳🇵 Nepali · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
କିଛି ସ୍ମୃତି ତମ ମୋତେ ଦେଖି ହସେ
କିଛି ପୁଣି ଦିଏ ଲୁହ
କେମିତି କହିବି ଦରଦି କାହାଣୀ?
ଛାତିରେ ଛାତିଏ କୋହ
ଯଦି ତମ କଥା ମନେ ପଡିବ ମୋର
ଛାଡି ଚାଲିଯିବି ମୁଁ ତମର ସହର
ଯଦି ତମ କଥା ମନେ ପଡିବ ମୋର
ଛାଡି ଚାଲିଯିବି ମୁଁ ତମର ସହର
ଥରେ ହେଲେ ଆଉ ଫେରି ଚାହିଁବିନି
ଝରିବନି ଲୁହ ଆଖିରୁ ମୋର
ତମ ପ୍ରେମ ଲାଗେ ମତେ ମିଠା-ଜହର
ତମ ପ୍ରେମ ଲାଗେ ମତେ ମିଠା-ଜହର
ତମ ପ୍ରେମ ଲାଗେ ମତେ ମିଠା-ଜହର
ତମ ପ୍ରେମ ଲାଗେ ମତେ ମିଠା-ଜହର
ପ୍ରତାରଣା ବିଷ ଭରିଦେଲ ପ୍ରିୟା
ମୋ ପ୍ରେମର ପିଆଲାରେ
ନୂଆ ଆଶା ନୂଆ ସପନ ତମର
ବୋହିଯିବ ଲୁହ ଧାରେ
ସେଇ ଦିନ ମନେ ପଡିବ ମୋ କଥା ତ ନିରଳାରେ
ଭିଜିଯିବ ତମ ପଣତ ଆଖି ଲୁହ ବରଷାରେ
ଯାହା ପାଇଁ ତମେ ଭୁଲିଗଲ ମତେ
ସିଏ କରିଦେବ ତମକୁ ପର
ଯଦି ତମ କଥା ମନେ ପଡିବ ମୋର
ଛାଡି ଚାଲିଯିବି ମୁଁ ତମର ସହର
ତମରି ବିରହେ ବଞ୍ଚିବି ମୁଁ ପ୍ରିୟା
ବିରହି ପ୍ରେମିକ ସାଜି
ତମ ସ୍ମୃତି ସଦା ମୋ ହୃଦୟେ ଥିବ
ଯିବ ନାହିଁ କେବେ ହଜି
ଯେଉଁଦିନ ପ୍ରିୟା ମୋ ପ୍ରେମ ପାରିବ ତମେ ବୁଝି
ମୋ ଠିକଣା ପାଇବ ନାହିଁ, ପାରିବନି ମୋତେ ଖୋଜି
ଆଖି ତରସିବ ଦେଖିବାକୁ ମତେ
ଚାଲି ଯାଇଥିବି ଅନେକ ଦୂର
ଯଦି ତମ କଥା ମନେ ପଡିବ ମୋର
ଛାଡି ଚାଲିଯିବି ମୁଁ ତମର ସହର
ଥରେ ହେଲେ ଆଉ ଫେରି ଚାହିଁବିନି
ଝରିବନି ଲୁହ ଆଖିରୁ ମୋର
ତମ ପ୍ରେମ ଲାଗେ ମତେ ମିଠା-ଜହର
ତମ ପ୍ରେମ ଲାଗେ ମତେ ମିଠା-ଜହର
ତମ ପ୍ରେମ ଲାଗେ ମତେ ମିଠା-ଜହର
ତମ ପ୍ରେମ ଲାଗେ ମତେ ମିଠା-ଜହର