Skip to content
Lyric
Dive
Public playlists
My playlists
Search
Sign in
Something Something Female
Ira Mohanty
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ଭାରି ଭିଡ଼ ଭିତରେ ତ ହଜିଯାଏ ଜଣେ
ଯେତେ ତାକୁ ଡ଼ାକିଲେ ବି ଡ଼ାକ ସେ ନ ଶୁଣେ
(ଆ-ଆ-ଆ)
ଡାକିବାକୁ ବେଳେ-ବେଳେ ହୁଏନା ସାହାସ
ଓଠ ପାଖୁ ଯେତେବେଳେ ରୁଷି ଯାଏ ହସ
ହସ ସାଥେ ହସ ଯେବେ ମିଶେ ନାହିଁ ରେ
ହୁଏ ତୋ ଛାତିରେ
ହୁଏ ମୋ ଛାତିରେ
(ହୁଁ-ହୁଁ-ହୁଁ)
(ଆ-ହା-ହା)
(ହୁଁ-ହୁଁ-ହୁଁ)
ଆ-ଆ-ଆ
ଆ-ଆ-ଆ
ଆ-ଆ-ଆ
ଆହା