Aalo Pageli Galu Badali
Humane Sagar
Popularity · Low
YouTube
Searching YouTube...
Lyrics
ମନ ଭାଙ୍ଗିଦେଲୁ ସିନା ତୁ କରିଦେଲୁ ଲୋ ଚୁନା
ମନ ଭାଙ୍ଗିଦେଲୁ ସିନା ତୁ କରିଦେଲୁ ଲୋ ଚୁନା
ମୁଁ ଚୁନା ଚୁନା ହେଇ ମରେ ତୁ ବୁଝି ପାରୁନା
ମୁଁ ଚୁନା ଚୁନା ହେଇ ମରେ ତୁ ବୁଝି ପାରୁନା
ସ୍ବପ୍ନ ରହିଗଲା ଅଧା ତୁ ଯେବେ କଲୁ ଲୋ ଚୁନା
ସ୍ବପ୍ନ ରହିଗଲା ଅଧା ତୁ ଯେବେ କଲୁ ଲୋ ଚୁନା
ମୁଁ ଅଧା ଅଧା ହେଇ ଜଳେ ତୁ ଦେଖି ପାରୁନା
ମୁଁ ଅଧା ଅଧା ହେଇ ଜଳେ ତୁ ଦେଖି ପାରୁନା
କରିଲି ଆଶା କଲୁ ନିରାଶା
ଭଙ୍ଗିଲୁ ପ୍ରେମର ବସା
ପ୍ରେମର ବାଜି ହାରି ଗଲି ଆଜି
ହେଇଗଲି ଲୋକ ହସା
ହେଇଗଲି ଲୋକହସା
ଓ, କାଲି ମୋ ବିନା ପାରୁ
ନ ଥିଲୁ ମୁହୂର୍ତ୍ତେ ବଞ୍ଚି ତୁହି
ଆଜି କେମିତି ଫୁଲ ଶେଯରେ
ଗଲୁ ଲୋ ଏକା ସୋଇ
ଗଲୁ ଲୋ ଏକା ସୋଇ
ଛାତି ଚିରିଦେଇ ଗଲୁ ତୁ ଭାଙ୍ଗି ହୃଦୟ ସିନା
ଛାତି ଚିରିଦେଇ ଗଲୁ ତୁ ଭାଙ୍ଗି ହୃଦୟ ସିନା
ମୁଁ ଲୁଚି ଲୁଚି କାନ୍ଦୁଚି ଲୋ ତୁ ଶୁଣି ପାରୁ ନା
ମୁଁ ଲୁଚି ଲୁଚି କାନ୍ଦୁଚି ଲୋ ତୁ ଶୁଣି ପାରୁ ନା
ଆଲୋ ପଗେଲି ଗଲୁ ବଦଳି
ଭୁଲି ପୁରୁଣା ଦିନ
ତୁ ସିନା ଗଲୁ ହେଲେ ଯାଉନି
ତୋ ଦିଆ ସବୁ ଚିହ୍ନ
ତୋ ଦିଆ ସବୁ ଚିହ୍ନ
ହୋ, ଏତେ ନିଜର କରିବି ତତେ
ହେଲୁନି କାହିଁ ମୋର ବାଛି ନେଲୁ ତୁ
ତୋ ସୁଖ ସବୁ କରି ମତେ ସାତ ପର
କରି ମତେ ସାତ ପର
ଧନ ଚାଲିଗଲୁ ସିନା ତୁ କରି ଲକ୍ଷେ ବାହାନା
ଧନ ଚାଲିଗଲୁ ସିନା ତୁ କରି ଲକଜାଣିପାରୁନି
ମୁଁ ଝୁରି ଝୁରି ଯାଏ ଝରି ତୁ ଜାଣିପାରୁନି
ମୁଁ ଝୁରି ଝୁରି ଯାଏ ଝରି ତୁ ଜାଣିପାରୁନି
ମୁଁ ଝୁରି ଝୁରି ଯାଏ ଝରି ତୁ ଜାଣିପାରୁନି
ମୁଁ ଝୁରି ଝୁରି ଯାଏ ଝରି ତୁ ଜାଣିପାରୁନି