Jeebana Ta Lage - From "Biswanath"
Popularity · Low
YouTube
Searching YouTube...
Lyrics
प्यार ତୋର शोना मेहका रे मेहका
ଜୀବନଟା ଲାଗେ बेहका रे बेहका
ତୋର आशिक़ाना କଲା ଆନମନା
ମନେ ଟାଣିନେଲା ଖୁସି शामियाना
ତୁ ମୋ ଆଶାର ସୀମାରେଖା
ନୂଆଁ-ନୂଆଁ ପ୍ରେମ ଛନକା ରେ ଛନକା
ହୁଁମ୍, ଜୀବନଟା ଲାଗେ बेहका रे बेहका
ହଁ, ଆଜିକାଲି ତୋ ପାଇଁ ମିଠା ସ୍ୱପ୍ନ ଦେଖୁଛି
ସେଇ ଲାଗି ମୋ ଛାତିରେ ତୋ ସ୍ପନ୍ଦନ ଶୁଭୁଛି
କେମିତି ତୁ ପିନ୍ଧେଇଲୁ ତୋ ଗୀତର ଗହଣା?
ତୋ ପାଇଁକି ପ୍ରେମ ମୋର ହେଲା ରେ सुफ़ियाना
ସେଇ सुफ़ियाना କଲା ରେ बेगाना
ମନ ଝୁମୁଛି ଏକା-ଏକା
प्यार ତୋର शोना मेहका रे मेहका
ଜୀବନଟା ଲାଗେ बेहका रे बेहका
ଓ, ଆଜି ମୋର ମନ ସାରା ତୋ ପ୍ରେମର ହସ୍ତାକ୍ଷର
ମୋତେ ମୋଠୁ ଚୋରି କଲା ସେଇ ଅଢେଇ ଅକ୍ଷର
ଯୁଆଡେ ମୁଁ ଚାହେଁ ଖାଲି ମୁହଁ ତୋର ଦିଶୁଚି
ମୋ ଆଖିର ଆଇନାରେ ତୋ ଚେହେରା ହସୁଚି
ତୋ ଆଖି ଆଇନା ଭାରି क़ातिलाना
ମନ ହେଲା ରେ କିଣା ବିକା
ନୂଆଁ-ନୂଆଁ ପ୍ରେମ ଛନକା ରେ ଛନକା
ଓ, ଜୀବନଟା ଲାଗେ बेहका रे बेहका