Skip to content
Lyric
Dive
Public playlists
My playlists
Search
Sign in
Eei Haeni Kichi
Arabinda Muduli
Popularity · Low
+
Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ଶ୍ରୋତା ବନ୍ଧୁ, ଆଜିକାଲି ଦାଣ୍ଡରେ
ବାଟରେ ଘାଟରେ କଥାବାର୍ତା ଲୋକ ସବୁ ହଉଛନ୍ତି
ଏତେ ବର୍ଷା ହେଲା, ତଥାପି କଣ ସେ ଗରମ ଭାଙ୍ଗୁଛି
ଆଉ ଜଣେ ଭକ୍ତ ବନ୍ଧୁ କହୁଛନ୍ତି, ଗରମ କେମିତି ଭାଙ୍ଗିବ, ଖାଲି ପରା ପାପ
ଆରେ ଭାଇ ଏଇନା କିଛି ହେଇନି, ଟିକେ ଆଗକୁ ଦେଖ କଣ ହଉଛି
ଇଏ କିଛି ହେଇନି ଏଇନା
କଣ ବାବୁଲି, ଆରେ, ଏଇନା ଇଏ କିଛି ହେଇନି
ଦେଖ ଆଗକୁ କଣ ହଉଛି
ଇଏ ହେଇନି କିଛି, ଇଏ ହେଇନି କିଛି
ଆରେ ଭାଇ, ଇଏ ହେଇନି କିଛି, ଇଏ ହେଇନି କିଛି (ଆଉ)
ଦେଖ ଆଗକୁ କଣ ହଉଛି
ଦେଖ ଆଗକୁ କଣ ହଉଛି
ଏ, ଦେଖ ଆଗକୁ କଣ ହଉଛି
ହୋ, ଦେଖ ଆଗକୁ କଣ ହଉଛି
ଇଏ ହେଇନି କିଛି, ଇଏ ହେଇନି କିଛି
ଇଏ ହେଇନି କିଛି, ଇଏ ହେଇନି କିଛି
ଦେଖ ଆଗକୁ କଣ ହଉଛି
ହୋ, ଦେଖ ଆଗକୁ କଣ ହଉଛି
ବାଟରେ ନ ଚାଲି, ଅବାଟେ ଚାଲିଲେ
ବାଟରେ ନ ଚାଲି, ଅବାଟେ ଚାଲିଲେ
ହୋ, ଯୁଗେ-ଯୁଗେ
ଆରେ, ଯୁଗେ-ଯୁଗେ ଦୁଃଖ ପଡିଛି
ଦେଖ ଆଗକୁ କଣ ହଉଛି
ହୋ, ଦେଖ ଆଗକୁ କଣ ହଉଛି
ଇଏ ହେଇନି କିଛି, ଇଏ ହେଇନି କିଛି
ଇଏ ହେଇନି କିଛି, ଇଏ ହେଇନି କିଛି
ଶ୍ରୀଜଗନ୍ନାଥଙ୍କୁ ନ ମାନିଲେ କେହି
ଧର୍ମ ଭୁଲିଗଲେ, କାନ୍ଦିଲାଣି ମହି
ସତ୍ୟ, ଶାନ୍ତି, ଦୟା, କ୍ଷମା ନାହିଁ ଆଉ
ଆଶ୍ଚର୍ଯ୍ୟ ହେଲେଣି ନିଜେ ମହାବାହୁ
ଆରେ, ଜନ ହୋଇ ଖୋଳବଳ, ନୀତି ହେଲେ ଉତପାତ
ଭୂମିକମ୍ପ, ଉଲ୍କାପାତ, ହୁଏ ରେ ଭାଇ ଅଂଶୁଘାତ
ଭୂମିକମ୍ପ, ଉଲ୍କାପାତ, ହୁଏ ରେ ଭାଇ ଅଂଶୁଘାତ
ପଦେ କହିବାକୁ...
ଭାଇନା ଆଜିକାଲି ପଦେ କହିବାକୁ ଡର ମାଡୁଛି
ଦେଖ ଆଗକୁ କଣ ହଉଛି
ହୋ, ଦେଖ ଆଗକୁ କଣ ହଉଛି
ଇଏ ହେଇନି କିଛି, ଇଏ ହେଇନି କିଛି
ଇଏ ହେଇନି କିଛି, ଇଏ ହେଇନି କିଛି
ରାବଣ, କଂସକୁ ଯେ ବଦ୍ଧ କରିଛି
ସେଇ ପରା ରଥେ ମଉନେ ବସିଛି
କାହା ଦମ୍ଭ, ଗର୍ବ, ରଖିନି ମହିରେ
ସବୁ ତ ଛେଦିଛି ଅଦୃଶ୍ୟ ଚକ୍ରରେ
ଆରେ ଭାଇ
ଆରେ, ତଳ ତାତ୍, ଉପର ତାତ୍, ହେଲାଣି ବ୍ରହ୍ମାଣ୍ଡ ତାତ
ତଳ ତାତ୍, ଉପର ତାତ୍, ହେଲାଣି ବ୍ରହ୍ମାଣ୍ଡ ତାତ
ତାତ କି କରିବେ ଏଠି ପାପ ହେଲା ମାତ୍ରାଧିକ
ମଲା ଓଷଧକୁ...
ମଲା ଓଷଧକୁ ଗଳେ ବାନ୍ଧୁଛି
ଦେଖ ଆଗକୁ କଣ ହଉଛି
ଏ, ଦେଖ ଆଗକୁ କଣ ହଉଛି
ଇଏ ହେଇନି କିଛି, ଇଏ ହେଇନି କିଛି
ଇଏ ହେଇନି କିଛି, ଇଏ ହେଇନି କିଛି
ଦେଖ ଆଗକୁ କଣ ହଉଛି
ହେ, ଦେଖ ଆଗକୁ କଣ ହଉଛି
ହେ, ଦେଖ ଆଗକୁ କଣ ହଉଛି
ଏ, ଦେଖ ଆଗକୁ କଣ ହଉଛି
ବାଟରେ ନ ଚାଲି, ଅବାଟେ ଚାଲିଲେ
ବାଟରେ ନ ଚାଲି, ଅବାଟେ ଚାଲିଲେ
ହୋ, ଯୁଗେ-ଯୁଗେ-ଯୁଗେ
ଆରେ, ଯୁଗେ-ଯୁଗେ ଦୁଃଖ ପଡିଛି
ଦେଖ ଆଗକୁ କଣ ହଉଛି
ହେ, ଦେଖ ଆଗକୁ କଣ ହଉଛି
ହେ, ଦେଖ ଆଗକୁ କଣ ହଉଛି
ଏ, ଦେଖ ଆଗକୁ କଣ ହଉଛି
ହୋ, ଦେଖ ଆଗକୁ କଣ ହଉଛି
ହୋ, ଦେଖ ଆଗକୁ କଣ ହଉଛି
ଇଏ ହେଇନି କିଛି, ଦେଖ ଆଗକୁ କଣ ହଉଛି