Skip to content
Lyric
Dive
Public playlists
My playlists
Search
Sign in
Pidha Pakei
Namita Agarwal
Popularity · Moderate
+
🇮🇳 Hindi · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ପିଢ଼ା ପକେଇ, କୁଡୁଆ ଥୋଇ ଡ଼ାକିଲି ଖାଇବୁ ଆ
ମୁହଁ ଧୋଇଲା, ହାତ ଧୋଇଲା କହିଲା ଆଉଛି ଥା
ପିଢ଼ା ପକେଇ, କୁଡୁଆ ଥୋଇ ଡ଼ାକିଲି ଖାଇବୁ ଆ
ମୁହଁ ଧୋଇଲା, ହାତ ଧୋଇଲା କହିଲା ଆଉଛି ଥା
ହେଲେ କାଳିଆ କୁଆଡେ ଗଲା?
ଦେଖ ସକାଳରୁ ସଞ୍ଜ ହେଲା
ହେଲେ କାଳିଆ କୁଆଡେ ଗଲା?
ଦେଖ ସକାଳରୁ ସଞ୍ଜ ହେଲା
ଗୋବର ପାଣିରେ ଘର ଲିପିଛି
ଦୁଆର ବନ୍ଧରେ ଚିତା ପାରିଛି
ଦୁବ ବରକୋଳି ପତର ତୋଳି
ସଜେଇ ରଖିଛି ବନ୍ଦାଣ ଥାଳି
ଗୋବର ପାଣିରେ ଘର ଲିପିଛି
ଦୁଆର ବନ୍ଧରେ ଚିତା ପାରିଛି
ଦୁବ ବରକୋଳି ପତର ତୋଳି
ସଜେଇ ରଖିଛି ବନ୍ଦାଣ ଥାଳି
ସଜ ତୁଳସୀ ଶୁଖିଲା
ବାସ ଚନ୍ଦନ ରହିଲା
ସଜ ତୁଳସୀ ଶୁଖିଲା
ବାସ ଚନ୍ଦନ ରହିଲା
ମୋର ଫୁଲମାଳ ତ ମଉଳି ଗଲା
ପିଢ଼ା ପକେଇ, କୁଡୁଆ ଥୋଇ ଡ଼ାକିଲି ଖାଇବୁ ଆ
ମୁହଁ ଧୋଇଲା, ହାତ ଧୋଇଲା କହିଲା ଆଉଛି ଥା
ହେଲେ କାଳିଆ କୁଆଡେ ଗଲା?
ଦେଖ ସକାଳରୁ ସଞ୍ଜ ହେଲା
ହେଲେ କାଳିଆ କୁଆଡେ ଗଲା?
ଦେଖ ସକାଳରୁ ସଞ୍ଜ ହେଲା
ଏମିତି ଆଗରୁ ଦେଇ ସେ କଣ୍ଟ
ଆସିବ ବୋଲି ସେ ଭୁଲିଛି ବାଟ
ଜାଣେ ମୁଁ କାଳିଆ ଆସିବ ନାହିଁ
ତଥାପି ତା ବାଟ ଚାହେଁ ମୁଁ କାହିଁ?
ଏମିତି ଆଗରୁ ଦେଇ ସେ କଣ୍ଟ
ଆସିବ ବୋଲି ସେ ଭୁଲିଛି ବାଟ
ଜାଣେ ମୁଁ କାଳିଆ ଆସିବ ନାହିଁ
ତଥାପି ତା ବାଟ ଚାହେଁ ମୁଁ କାହିଁ?
କେତେ ଯୁଗରୁ ଏମିତି
ଚାହିଁଥିଲି ମୁଁ ଚାହିଁଛି
କେତେ ଯୁଗରୁ ଏମିତି
ଚାହିଁଥିଲି ମୁଁ ଚାହିଁଛି
ସତେ ଲାଗୁଛି ଆଜି ଆସିବ ଭଲା
ପିଢ଼ା ପକେଇ, କୁଡୁଆ ଥୋଇ ଡ଼ାକିଲି ଖାଇବୁ ଆ
ମୁହଁ ଧୋଇଲା, ହାତ ଧୋଇଲା କହିଲା ଆଉଛି ଥା
ହେଲେ କାଳିଆ କୁଆଡେ ଗଲା?
ଦେଖ ସକାଳରୁ ସଞ୍ଜ ହେଲା
ହେଲେ କାଳିଆ କୁଆଡେ ଗଲା?
ଦେଖ ସକାଳରୁ ସଞ୍ଜ ହେଲା
ହେଲେ କାଳିଆ କୁଆଡେ ଗଲା?
ଦେଖ ସକାଳରୁ ସଞ୍ଜ ହେଲା
ହେଲେ କାଳିଆ କୁଆଡେ ଗଲା?
ଦେଖ ସକାଳରୁ ସଞ୍ଜ ହେଲା