Skip to content
Lyric
Dive
Public playlists
My playlists
Search
Sign in
Rabba Rabba
Humane Sagar
Popularity · Low
+
🇮🇳 Bhojpuri · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ନା-ନା-ନା
ନା-ନା-ନା
ଗୋଟିଏ ଜୀବନ ଲାଗେ ଶୂନ-ଶୂନ
ଖୋଜୁଛି ଶହେଟି ଜନ୍ମ
ଶହେଟି ସପନ ଲାଗେ ଶୂନ-ଶୂନ
ଖୋଜୁଛି ହଜାରେ ସ୍ଵପ୍ନ
ପ୍ରେମ ମୋର ହେଇଯିବ
ପ୍ରେମ ମୋର ହେଇଯିବ
ଜୀବନ୍ତ ଜୀବନ୍ତ
रब्बा, रब्बा
रब्बा दे दे मुझे महोलत
ହୋ-ହୋ, रब्बा, रब्बा
रब्बा दे दे मुझे महोलत
ଗୋଟିଏ ଫଗୁଣ ଲାଗେ ଶୂନ-ଶୂନ
ଖୋଜୁଛି ଶହେ ଫଗୁଣ
ଶହେଟି ଶ୍ରାବଣ ଲାଗେ ଶୂନ-ଶୂନ
ଖୋଜୁଛି ଲକ୍ଷେ ଶ୍ରାବଣ
ପ୍ରେମ ମୋର ହେଇଯିବ
ପ୍ରେମ ମୋର ହେଇଯିବ
ଜୀବନ୍ତ, ଜୀବନ୍ତ
रब्बा, रब्बा
रब्बा दे दे मुझे महोलत
ହୋ-ହୋ, रब्बा, रब्बा
रब्बा दे दे मुझे महोलत
Everywhere I see only you
My love is so true
O princess! My heart is only you
କଥା ଜମା ସରୁନାହିଁ କଥାହେଲେ
ମନ ଜମା ପୁରୁନାହିଁ ଦେଖାହେଲେ
ବାଟ ଜମା ସରୁନାହିଁ କେତେବେଳେ
ଛୋଟ ଲାଗେ ସାରାଦିନ ତୁ ଥିଲେ
ଗୋଟିଏ କାରଣ ଲାଗେ ଶୂନ-ଶୂନ
ଖୋଜୁଛି ଶହେ କାରଣ
ଫୁଲର ତୋରଣ ଲାଗେ ଶୂନ-ଶୂନ
ଖୋଜୁଛି ପ୍ରେମ-ତୋରଣ
ପ୍ରେମ ମୋର ହେଇଯିବ
ପ୍ରେମ ମୋର ହେଇଯିବ
ଜୀବନ୍ତ, ଜୀବନ୍ତ
रब्बा, रब्बा
रब्बा दे दे मुझे महोलत
ହୋ-ହୋ, रब्बा, रब्बा (ହୋ-ହୋ, रब्बा, रब्बा)
रब्बा दे दे मुझे महोलत (रब्बा दे दे मुझे महोलत)
ନା-ନା-ନା
ନା-ନା-ନା
ପାଦ ଜମା ଲାଗୁନାହିଁ ମାଟି ତଳେ
ଆଖି ଜମା ବୁଝୁନାହିଁ କେତେବେଳେ
ନିଦ ଜମା ଲାଗେନାହିଁ କେତେବେଳେ
ମହୁ ଝରେ ସାରାରାତି ତୁ ଥିଲେ
ଗୋଟିଏ ବନ୍ଧନ ଲାଗେ ଶୂନ-ଶୂନ
ଖୋଜୁଛି ଶହେ ବନ୍ଧନ
ଗୋଟିଏ ମିଳନ ଲାଗେ ଶୂନ-ଶୂନ
ଖୋଜୁଛି ଲକ୍ଷେ ମିଳନ
ପ୍ରେମ ମୋର ହେଇଯିବ
ପ୍ରେମ ମୋର ହେଇଯିବ
ଜୀବନ୍ତ, ଜୀବନ୍ତ
रब्बा, रब्बा
रब्बा दे दे मुझे महोलत
ହୋ-ହୋ, रब्बा, रब्बा
रब्बा दे दे मुझे महोलत
ହୋ-ହୋ, रब्बा, रब्बा
रब्बा दे दे मुझे महोलत
ହୋ-ହୋ, रब्बा, रब्बा
रब्बा दे दे मुझे महोलत
ନା-ନା-ନା