Skip to content
Lyric
Dive
Public playlists
My playlists
Search
Sign in
Bhala Paaye Tate Re (Lo-Fi)
Dibya Prasad, Kuldeep Pattanaik, Aseema Panda
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ରାଗିଗଲେ ତୁ, ମନେଇବି ଯାଇ ତୋ ଆଗରେ
ରୁଷିଗଲେ ତୁ, ବୁଝେଇବି ଯାଇ ତୋ ପାଖରେ
ତୁ ଥିଲେ ମୋ ସାଥିରେ
ଏ ଦୁନିଆଁଟା ଲାଗେ ଅଛି ରେ
ମନଟା ବି ହସେ ଖୁସିରେ ତତେ ଦେଖିଦେଲା ପରେ, ହୋ
ଭଲପାଏ, ପାଏ, ତତେ ରେ
ଭୁଲିଯାଏ, ଭୁଲିଯାଏ, ମୋତେ ରେ
ପାଗଳ ମୁଁ କାଇଁ ତୋ ପାଇଁ ରେ?
ଭୁଲିଯାଏ, ଯାଏ, ମୋତେ ରେ
ଯେତେ ମାନ ଅଭିମାନ ଥିଲା ସବୁ ଖାଲି ତୋ ପାଇଁ
ମୋ ମନ ଏତେ ଖୁସି ଦେଖି ହୁଏ ତତେ କାହିଁ?
ଯେତେ ମାନ ଅଭିମାନ ଥିଲା ଯାହା, ସବୁକିଛି ବୋଧେ ଖାଲି ତୋ ପାଇଁ
ନିଜଠୁ ବି ବେଶୀ ଭଲପାଏ ତତେ
ବୁଝିବି ତୁ ଅବୁଝା ହେଉ କାଇଁ?
ତୋ ମୁହଁରୁ ମୋ ନାଁଟା ଏତେ ମିଠା କାହିଁ ଲାଗେ ରେ?
ମୁଁ ଭାବେ ସେ କଥାଟା ହେଲେ କହି ପାରୁନି
କାହିଁକି ଲାଜରେ?
ତୁ ଥିଲେ ମୋ ସାଥିରେ
ଏ ଦୁନିଆଁଟା ଲାଗେ ଅଛି ରେ
ମନଟାବି ହସେ ଖୁସିରେ ତତେ ଦେଖିଦେଲା ପରେ
ଭଲପାଏ, ପାଏ, ତତେ ରେ
ଭୁଲିଯାଏ, ଭୁଲିଯାଏ, ମୋତେ ରେ
ପାଗଳ ମୁଁ କାଇଁ ତୋ ପାଇଁ ରେ?
ଭୁଲିଯାଏ, ଯାଏ, ମୋତେ ରେ
ନୀରବତା ତୋର ଯେବେ ମୋ ପାଇଁ ଥାଏ ରେ
ଦୂର-ଦୂର ତୋର ଆଖି ମୋତେ କାଇଁ ଲାଗେ ରେ?
ସବୁକିଛି ତୁ ଆଜି ମୋ ପାଇଁ ରେ
ପ୍ରେମଟା ଜଣାପଡେ ଦୂରେ ଯେବେ କେହି ଥାଏ ରେ
ଭଲପାଏ, ପାଏ, ତତେ ରେ
ଭୁଲିଯାଏ, ଭୁଲିଯାଏ, ମୋତେ ରେ
ପାଗଳ ମୁଁ କାଇଁ ତୋ ପାଇଁ ରେ?
ଭୁଲିଯାଏ, ଯାଏ, ମୋତେ ରେ