Skip to content
Lyric
Dive
Public playlists
My playlists
Search
Sign in
Amar Gaan - Original
Bijay Anand Sahu feat. Ayushi Pani & NA
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ଏ ନନୀ, ତୁଇ ମୋର୍ ଆଉ ରେ
ନା, ନା, ନା, ନା କହି କାହିଁ ଯିବୁ ରେ?
ଏ ସୁନା ତୁଇ କାହିଁ ଯିବୁ ରେ?
ନା, ନା, ନା, ନା କହି ତୁଇ ଆସିଯିବୁ ରେ
ତୋର୍ ହସି ଦେଖି ଦିଲ୍ ତ फ़िदा
ମୋର୍ ମନଥି ଅଛେ ତୋର୍ ମିଠା କଥା
ତୁଇ ଚାଲିଗଲେ ତୋର୍ ଛମଛମ पायल
ତୋର୍ ଲାଗି ମୁଇଁ ପୁରା ହେଲି घायल
ସତେ ନନୀ ତୋର୍ ଚେହେରା ଭୁଲି ନାଇଁ ପାରୁଛେଁ
ଯେନ୍ ଯେନ୍ କେ ଗଲେ ମୁଇଁ ସେନ ପାଉଁଛେ
ଯେନ୍ ବାଟକେ ଯାଏସୁ ତୁଇ, ଅଟକିଥିସି ସେନ ମୁଇଁ
ଦିଲ୍ ଧଡ଼କି ଯାଏସି ତତେ ଦେଖିଦେଲେ ସେନ ମୁଇଁ
ସତେ ଶୁନ୍, ଶୁନ୍, ଶୁନ୍
ଚାଲ୍ ବୁଲେଇ ନେମି ଆମର୍ ଗାଁ
ନେଇ, ନେଇ, ନେଇ କହେବୁ ବେଲେ
ଫସେଇ ଦେବି ତତେ ନା
ଚାଲ, ଚାଲ, ଚାଲ ସୁନା
ଆମର୍ ଘରକେ ତୁଇ ଚାଲ୍
ନେଇ ଯିବୁ ବେଲେ ମୋର୍ दिल ର ହେବା बुरा हाल
ଚାଲ୍ ବୁଲେଇ ନେମି ଆମର୍ ଗାଁ
ପସନ୍ଦ୍ କଲେ ନ ତତେ ମୋର୍ ବାପା, ମା
ନାଇ ଭାବ ପିଲା ଆଏ ଲଫଡ଼ିଆ
ମୁଇଁ ପିଲା ଆଏ baby ବଢ଼ିଆ
ତୁଇ ଆଉ baby ମୋର୍ गुड़िया
ମୁଇଁ ପିଲା ଖାଣ୍ଟି ନୂଆପଡ଼ିଆ
ସମ୍ବଲପୁରିଆ ଏ, ସମ୍ବଲପୁରିଆ ଏ
ନାଇମାନେ ମୁଇଁ ତୋର୍ କଥା
ନାଇଁ କର୍ ତୁଇ ମତେ ଅଥା
ମାନିଯା ବାବୁ ମୋର୍ ନାଇ କର୍ ତୁଇ ସବକେ ଅଥା
ନାଇ ଆସ୍ ତୁଇ ଘର ତୋରା
ନାଇ କର୍ ସେ ଠରାନରା
କହେଲେ ଯେତେ ନାଇ ମାନୁଛେ ଇ ରସିଆ ପିଲା
କାଏଁ ଯେ ମତେ ନାଇ କହୁଛୁ?
କାଏଁ ଯେ ମତେ ଯା କହୁଛୁ?
ପାଉଛେ ଭଲ୍ ତତେ, ତୁଇବି ମତେ ଭଲ୍ ପା
ତୋର୍ प्यार ଥି ହେଇଛେ फ़िदा
ତୋର୍ ବିନା ମୋର୍ ଦିଲ୍ ଅଧା
କହିଦେ ଦିଲର କଥା, ନେଇ କର୍ ତୁଇ ମତେ ଅଥା
ଯେନ୍ ବାଟ୍ କେ ଯାଏସୁ ତୁଇ, ଆଟକିଥିସି ସେନ ମୁଇଁ
ଦିଲ୍ धड़की ଯାଏସି ତତେ ଦେଖି ଦେଲେ ସେନ ମୁଇଁ
ସୁନା ଶୁନ୍, ଶୁନ୍, ଶୁନ୍
ଚାଲ୍ ବୁଲେଇ ନେମି ଆମର୍ ଗାଁ
ନେଇ, ନେଇ, ନେଇ କହେବୁ ବେଲେ
ଫସେଇ ଦେବି ତତେ ନା
ଚାଲ, ଚାଲ, ଚାଲ ସୁନା
ଆମର୍ ଘରକେ ତୁଇ ଚାଲ୍
ନେଇ ଯିବୁ ବେଲେ ମୋର୍ दिल ର ହେବା बुरा हाल