Skip to content
Lyric
Dive
Public playlists
My playlists
Search
Sign in
Something Something
Udit Narayan
Popularity · Low
+
🇳🇵 Nepali · Original
0
0
YouTube
Searching YouTube...
Lyrics
Original
Translation
Bilingual
ହେ-ହେ-ହେ
ହେ-ହେ-ହେ
ହେ-ହେ-ହେ, ହେହେ
ଆଖି ସାଥେ ଆଖି ଯେବେ ମିଶିଯାଏ ରେ
ଆଖି ସାଥେ ଆଖି ଯେବେ ମିଶିଯାଏ ରେ
ହୋ, ଆଖି ସାଥେ ଆଖି ଯେବେ ମିଶିଯାଏ ରେ
ହୁଏ ତୋ ଛାତିରେ
ହୁଏ ମୋ ଛାତିରେ
Something, something (something)
Something, something (something)
Something, something, something
ଛାଇ ସାଥେ ଛାଇ ଯେବେ ମିଶିଯାଏ ରେ
ହୋ, ଛାଇ ସାଥେ ଛାଇ ଯେବେ ମିଶିଯାଏ ରେ
ହୁଏ ତୋ ଛାତିରେ
ହୁଏ ମୋ ଛାତିରେ
Something, something (something)
Something, something (something)
Something, something, something
ହେ, Something, something (something)
Something, something (something)
Something, something, something
(Something)
(Something)
(Something)
ଭାରି ଭିଡ଼ ଭିତରେ ତ ଭଲ ଲାଗେ ଜଣେ
ଭଲ ଲାଗେ ବୋଲି ସିଏ ତା ପାଖକୁ ଟାଣେ
ହେ-ହେ-ହେ, ଟାଣି ହେଇ ଯାଉଛି ମୁଁ ଜାଣେନା କୁଆଡେ
ଜାଣିଦେଲା ପରେ ମୋତେ ଭାରି ହସ ମାଡ଼େ
ହସ ସାଥେ ହସ ଯେବେ ମିଶିଯାଏ ରେ
ହୋ, ହସ ସାଥେ ହସ ଯେବେ ମିଶିଯାଏ ରେ
ହୁଏ ତୋ ଛାତିରେ
ହୁଏ ମୋ ଛାତିରେ
Something, something
Something, something
Something, something, something
Something, something
Something, something
Something, something, something
(Something)
(Something)
(Something)
ଫଗୁ ଫରୁଆରେ ଯେବେ ଫେରେ ତ ଫଗୁଣ
ଭଲ ପାଇବାକୁ ଆସି ପକାଏ ସେ ରାଣ
ହୋ, ରାଣ ଆସି ପକେଇଲା ଆଖିକୁ ସପନ
ମନେଇ ରଖିବ ତାର ଅମାନିଆ ମନ
ମନ ସାଥେ ମନ ଯେବେ ମିଶିଯାଏ ରେ
ହୋ, ମନ ସାଥେ ମନ ଯେବେ ମିଶିଯାଏ ରେ
ହୁଏ ତୋ ଛାତିରେ
ହୁଏ ମୋ ଛାତିରେ
Something, something
Something, something
Something, something, something
Something, something
Something, something
Something, something, something
Something
Something
Something, something
Something, something, something
Some-something
Something, something
Something