Skip to content
Lyric
Dive
Public playlists
My playlists
Search
Sign in
Kalama Dharu Dharu
Kumar Bapi
Popularity · Low
+
Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
କଲମ ଧରୁ-ଧରୁ ନାଁ ତୋର
ଲେଖି ହେଇଯାଏ, ଆଛା
ବହିଟେ ଖୋଲୁ-ଖୋଲୁ ମୁହଁ ତୋର
ମୋତେ ଦିଶିଯାଏ
ଏମିତି, ଆରେ, ଏମିତି କାଇଁ ହୁଏ?
ବୋଧହୁଏ, ମୁଁ ତତେ ଭଲପାଏ
ହଁ-ହଁ, ମୁଁ ତତେ ଭଲପାଏ
ଖାତାରେ ଲେଖୁ-ଲେଖୁ ତୋ କଥା
ମନେ ପଡ଼ିଯାଏ
ତୋ କଥା ଭାବୁ-ଭାବୁ ପାଠ ସବୁ
ଭୁଲି ହେଇଯାଏ
ଏମିତି, ଆରେ, ଏମିତି କାଇଁ ହୁଏ?
ବୋଧହୁଏ, ମୁଁ ତତେ ଭଲପାଏ
ହଁ-ହଁ, ମୁଁ ତତେ ଭଲପାଏ
ଜହ୍ନରେ ତୁ, ତାରାରେ ତୁ
ଫୁଲରେ ତୁ, ମେଘରେ ତୁ
ଜହ୍ନରେ ତୁ, ତାରାରେ ତୁ
ଫୁଲରେ ତୁ, ମେଘରେ ତୁ
ଏମିତି କାଇଁ ହୁଏ?
ହଁ, ଏମିତି କାଇଁ ହୁଏ?
ଓଠରେ ତୁ, ଆଖିରେ ତୁ
ନିଦରେ ତୁ, ସପନେ ତୁ
ଓଠରେ ତୁ, ଆଖିରେ ତୁ
ନିଦରେ ତୁ, ସପନେ ତୁ
ତକିଆ ଧରୁ-ଧରୁ ତତେ ଭାବି
ନିଦ ହେଇଯାଏ
ବିଛଣା ଛୁଉଁ-ଛୁଉଁ ସପନରେ
ହଜି ମଜ୍ଜି ଯାଏ
ଏମିତି, ଆରେ, ଏମିତି କାଇଁ ହୁଏ?
ବୋଧହୁଏ, ମୁଁ ତତେ ଭଲପାଏ
ହଁ-ହଁ, ମୁଁ ତତେ ଭଲପାଏ (ହଁ-ହଁ, ମୁଁ ତତେ ଭଲପାଏ)
ଅଧିର ମୁଁ, ଅବୁଝା ମୁଁ
ଚଞ୍ଚଳ ମୁଁ, ପାଗଳ ମୁଁ
ଅଧିର ମୁଁ, ଅବୁଝା ମୁଁ
ଚଞ୍ଚଳ ମୁଁ, ପାଗଳ ମୁଁ
ଏମିତି କାଇଁ ହୁଏ?
ଏମିତି କାଇଁ ହୁଏ?
ହସୁଛି ମୁଁ, କାନ୍ଦୁଛି ମୁଁ
ଉଡୁଛି ମୁଁ, ଖସୁଛି ମୁଁ
ହସୁଛି ମୁଁ, କାନ୍ଦୁଛି ମୁଁ
ଉଡୁଛି ମୁଁ, ଖସୁଛି ମୁଁ
ଏମିତି ଲେଖୁ-ଲେଖୁ ତୋ ପାଇଁ
ଚିଠି ହେଇଯାଏ
ତୂଳୀ ମୁଁ ଧରୁ-ଧରୁ ଛବି ତୋର
ଆଙ୍କି ହେଇଯାଏ
ଏମିତି, ଆରେ, ଏମିତି କାଇଁ ହୁଏ?
ବୋଧହୁଏ, ମୁଁ ତତେ ଭଲପାଏ
ହଁ-ହଁ, ମୁଁ ତତେ ଭଲପାଏ
କଲମ ଧରୁ-ଧରୁ ନାଁ ତୋର
ଲେଖି ହେଇଯାଏ
ବହିଟେ ଖୋଲୁ-ଖୋଲୁ ମୁହଁ ତୋର
ମୋତେ ଦିଶିଯାଏ
ଖାତାରେ ଲେଖୁ-ଲେଖୁ ତୋ କଥା
ମନେ ପଡ଼ିଯାଏ
ତୋ କଥା ଭାବୁ-ଭାବୁ ପାଠ ସବୁ
ଭୁଲି ହେଇଯାଏ
ଏମିତି, ଆରେ, ଏମିତି କାଇଁ ହୁଏ?
ବୋଧହୁଏ, ମୁଁ ତତେ ଭଲପାଏ
ହଁ-ହଁ, ମୁଁ ତତେ ଭଲପାଏ (ହଁ-ହଁ, ମୁଁ ତତେ ଭଲପାଏ)
ହଁ-ହଁ, ମୁଁ ତତେ ଭଲପାଏ (ହଁ-ହଁ, ମୁଁ ତତେ ଭଲପାଏ)