Skip to content
Lyric
Dive
Public playlists
My playlists
Search
Sign in
Tu Mo Love Story - 2
Ashutosh Mohanty
Popularity · Low
+
🇮🇳 Hindi · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ଚାଲ୍ ଆମେ ଆଉଥରେ ପାଖାପାଖି ବସିବା
ନବା ଗୋଟେ selfie
ଚାଲ୍ ଆମେ ଆଉଥରେ ଅଧାଅଧା ପିଇବା
ଗୋଟେ cup coffee
ଯା ମାନିଯା, କଥା ମାନିଯା
ପଛକୁ ଆ ଫେରି
ଭୁଲ୍ ଥିଲେ sorry
ତୁ ମୋ love story
ତୁ ମୋ love story
ତୁ ମୋ love story
ତୁ ମୋ love story
ତୁ ଅଛୁ ମୋ ଭିତରେ
ତଥାପି ଖୋଜୁଛି ତତେ
ମୁଁ ଅଛି ତୋ ଭିତରେ
କାହିଁକି ପାଉନୁ ମୋତେ
ଚାଲ୍ ଅମେ ଆଉଥରେ ସାଇକଲରେ ବୁଲିବା
ମାରୁଥିବା ସିଟି
ଚାଲ୍ ଆମେ ଆଉଥରେ dream ଟିକେ ଦେଖିବା
ଅଳ୍ପ ଥିବ dirty
ଆ ଫେରିଆ, ଟିକେ ଫେରିଆ
ନହେଲେ ଯିବି ମରି
ଭୁଲ୍ ଥିଲେ sorry
ତୁ ମୋ love story
ତୁ ମୋ love story
ତୁ ମୋ love story
ତୁ ମୋ love story
ତୋ ବିନା ଏ ହୃଦୟ
ଭାଙ୍ଗିଯାଏ ଯେମିତି କାଚ
ତୋ ବିନା ମୋ ବଂଚିବା
ମିଛଠୁ ବି ଆହୁରି ମିଛ
ଚାଲ୍ ଆମେ ଆଉଥରେ shopping ମିଶି କରିବା
Dress ଆଉ ଶାଢ଼ୀ
ଚାଲ୍ ଆମେ ଆଉଥରେ ଗୁପଚୁପ୍ ଖାଇବା
ଗୋଟେ ଠୋଲା ଧରି
ଆଉ ପାରୁନି, ସହି ପାରୁନି
ହେଲାଣି କଷ୍ଟ ଭାରି
ଭୁଲ୍ ଥିଲେ sorry
ତୁ ମୋ love story
ତୁ ମୋ love story
ତୁ ମୋ love story
ତୁ ମୋ love story
ତୁ ମୋ love story
ତୁ ମୋ love story
ତୁ ମୋ love story
ତୁ ମୋ love story