Skip to content
Lyric
Dive
Public playlists
My playlists
Search
Sign in
Lilabati
Kuldeep Pattnaik
Popularity · Low
+
Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
Go
(Go)
ପ୍ରାଣ-ସଙ୍ଗିନୀ (ما شاء الله)
ଲାଗୁ ରଙ୍ଗିନୀ (ما شاء الله)
କଉ ଏମିତି ରଙ୍ଗ ନାହିଁ ରେ, ଯୋଉ ରଙ୍ଗ ତୋ'ଠି ଲାଗିନି
ଏ, ପ୍ରାଣ-ସଙ୍ଗିନୀ (ما شاء الله)
ଲାଗୁ ରଙ୍ଗିନୀ (ما شاء الله)
କଉ ଏମିତି ରଙ୍ଗ ନାହିଁ ରେ, ଯୋଉ ରଙ୍ଗ ତୋ'ଠି ଲାଗିନି
ଢାଙ୍କିଛୁ କି ଦେହ, ଚାନ୍ଦିନୀର ଚାଦରରେ?
ଚକା-ଚାନ୍ଦ ମୁହଁ ଉଇଁଲେ ତୋ ଝରକାରେ
ଖରାବେଳଟା ବି ଲାଗେ ମୋତେ କାଇଁ ଶୀତପାହାନ୍ତି?
ଏ, ଲୀଳାବତି, ଲୀଳାବତି
ତୋତେ ଭାବି ଚୁନ୍-ଚୁନ୍ ହେଇଯାଏ ଛାତି
ଏ, ଲୀଳାବତି, ଲୀଳାବତି
ତୋତେ ଭାବି ଚୁନ୍-ଚୁନ୍ ହେଇଯାଏ ଛାତି
(Go)
(Go)
ତିରିଛି ଚାହାଣି ଦେଇ, କଲବଲ କଲୁ କାଇଁ?
ବୁଝି-ବିଚାରି, ସଜକୁଆଁରୀ ଯା' ତୁ ମୋର ହେଇ
ଖଣ୍ଡ ମଣ୍ଡଳରେ କେହି ଜଣେ ବି ତୋ'ପରି ନାହିଁ
ଉତୁରା ନିଶା ଚଢ଼େ ରେ ପୁଣି, କିଛି ବି ଦେଲେ ତୁ କହି
Chewing-gum ପରି ଲାଗିଗଲୁ ମନସାରା
ବିନା ସଜରେ ବି ଦିଶୁଛୁ ତୁ ଜାରାଖାରା
ବିନା ବାରୁଦରେ ନିଆଁ ଲଗଉଛୁ, କହ କେମିତି
ଏ, ଲୀଳାବତି, ଲୀଳାବତି
ତୋତେ ଭାବି ଚୁନ୍-ଚୁନ୍ ହେଇଯାଏ ଛାତି
ଏ, ଲୀଳାବତି, ଲୀଳାବତି
ତୋତେ ଭାବି ଚୁନ୍-ଚୁନ୍ ହେଇଯାଏ ଛାତି
(Go)
(Go)
(Go)
ଚକମା ଦେନା ଆଉ, ବାଧୁଛି ପ୍ରେମର ଦାଉ
ହଉଛି ଯାହା ହବାକୁ ଦେ ରେ, ବରଷିଯିବ ରେ ମହୁ
ହେହେ-ହେଇ, ଆଖିରେ ଆଖିରେ କହୁ, ମହକ ମୁଲେଇ ନଉ
ଏମିତି କଳା ଶିଖିଲୁ କେବେ? ୧୭ ଟା ଛୁଁ-ଛୁଁ
ଆ' କହିଦେଲେ ଚାଲିଯାଉ ମୋଡ଼ି ମୁହଁ
ସୁନୟନା ତୋର ସାହସଟା ମନ୍ଦ ନୁହଁ
ପିଲା-ଖେଳ ଛାଡି, କରିବା ରେ ଆ' ଭାବ-ପୀରତି
ଏ, ଲୀଳାବତି, ଲୀଳାବତି
ତୋତେ ଭାବି ଚୁନ୍-ଚୁନ୍ ହେଇଯାଏ ଛାତି
ଏ, ଲୀଳାବତି, ଲୀଳାବତି
ତୋତେ ଭାବି ଚୁନ୍-ଚୁନ୍ ହେଇଯାଏ ଛାତି, yeah