Skip to content
Lyric
Dive
Public playlists
My playlists
Search
Sign in
Megha Mo Premikaa
Udit Narayan
Popularity · Low
+
Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ମେଘ ମୋ ପ୍ରେମିକା, ଜହ୍ନ ମୋ ପ୍ରେମିକା
ଫୁଲ ମୋ ପ୍ରେମିକା, ନଈ ମୋ ପ୍ରେମିକା
ମେଘ ମୋ ପ୍ରେମିକା, ଜହ୍ନ ମୋ ପ୍ରେମିକା
ଫୁଲ ମୋ ପ୍ରେମିକା, ନଈ ମୋ ପ୍ରେମିକା
ସେ ପ୍ରେମିକା ସବୁ ତମ ପରି ନୁହଁ
କାହା ସାଥେ ଆଜି ରଚିବି ମୁଁ କୁହ, ମଧୁଚନ୍ଦ୍ରିକା
ହୋ, ମେଘ ମୋ ପ୍ରେମିକା, ଜହ୍ନ ମୋ ପ୍ରେମିକା
ଫୁଲ ମୋ ପ୍ରେମିକା, ନଈ ମୋ ପ୍ରେମିକା
ତମ ରାଗ ରୁଷା ମେଘ ପରି, ହସ ଜୋଛନା
ହସ ଜୋଛନା
ତମ ମନ ସତେ ଫୁଲ ପରି, ପ୍ରେମ ଝରଣା
ହୋ, ପ୍ରେମ ଝରଣା
ହୋ, ତମ ରାଗ ରୁଷା ମେଘ ପରି, ହସ ଜୋଛନା
ହସ ଜୋଛନା
ତମ ମନ ସତେ ଫୁଲ ପରି, ପ୍ରେମ ଝରଣା
ହୋ, ପ୍ରେମ ଝରଣା
ରାତି ମୋ ପ୍ରେମିକା, ସ୍ମୃତି ମୋ ପ୍ରେମିକା
ଚିଠି ମୋ ପ୍ରେମିକା, ହୋ ଗୀତି ମୋ ପ୍ରେମିକା
ସେ ପ୍ରେମିକା ସବୁ ତମ ପରି ନୁହଁ
କିଏ ତମ ପରି ସାଜୁଥିବ କୁହ, ଅଭିସାରିକା
ହୋ, ମେଘ ମୋ ପ୍ରେମିକା, ଜହ୍ନ ମୋ ପ୍ରେମିକା
ଫୁଲ ମୋ ପ୍ରେମିକା, ନଈ ମୋ ପ୍ରେମିକା
ତମ ବିନା ରାତି ନିଛାଟିଆ, ସ୍ମୃତି ଅସରା
ସ୍ମୃତି ଅସରା
ତମ ଚିଠି ଯେବେ ଆସେ ନାହିଁ ସବୁ ବେସୁରା
ହୋ, ସବୁ ବେସୁରା
ହୋ, ତମ ବିନା ରାତି ନିଛାଟିଆ, ସ୍ମୃତି ଅସରା
ସ୍ମୃତି ଅସରା
ତମ ଚିଠି ଯେବେ ଆସେ ନାହିଁ ସବୁ ବେସୁରା
ହୋ, ସବୁ ବେସୁରା
ସ୍ବପ୍ନ ମୋ ପ୍ରେମିକା, ଆଇନା ପ୍ରେମିକା
ଢେଉ ମୋ ପ୍ରେମିକା, ଝରଣା ପ୍ରେମିକା
ସ୍ବପ୍ନ ମୋ ପ୍ରେମିକା, ଆଇନା ପ୍ରେମିକା
ଢେଉ ମୋ ପ୍ରେମିକା, ଝରଣା ପ୍ରେମିକା
ସେ ପ୍ରେମିକା ସବୁ ତମ ପରି ନୁହଁ
କିଏ ତମ ପରି ସାଜୁଥିବ କୁହ, ଚନ୍ଦ୍ରମଲ୍ଲିକା
ହୋ, ମେଘ ମୋ ପ୍ରେମିକା, ଜହ୍ନ ମୋ ପ୍ରେମିକା
ଫୁଲ ମୋ ପ୍ରେମିକା, ନଈ ମୋ ପ୍ରେମିକା
ମେଘ ମୋ ପ୍ରେମିକା, ଜହ୍ନ ମୋ ପ୍ରେମିକା
ଫୁଲ ମୋ ପ୍ରେମିକା, ନଈ ମୋ ପ୍ରେମିକା